Browsing Tag

encounter in ganjam

ଗଞ୍ଜାମରେ ପୁଣି ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ବେହେରା ଆହତ

ଗଞ୍ଜାମ: ଗଞ୍ଜାମରେ ପୁଣି ଏନକାଉଣ୍ଟର। ଗୁଳି ଖାଇଲା ଅପରାଧୀ ସୁଶାନ୍ତ ବେହେରା। ତା ବାମ ଆଣ୍ଠୁରେ ବାଜିଛି ଗୁଳି। ଆହତ ଅବସ୍ଥାରେ ତାକୁ ପ୍ରଥମେ ଛତ୍ରପୁର ହସ୍ପିଟାଲ ଓ ପରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି। ଆଜି ଭୋର୍‌ ୪ଟା ୨୦ ମିନିଟରେ ପୋଲିସ ସହ ସୁଶାନ୍ତର ମୁହାଁମୁହିଁ…

ଗଞ୍ଜାମ ଗୋଳନ୍ଥରାରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ୨ ଅପରାଧୀ ଆହତ

ଗଞ୍ଜାମ(କେନ୍ୟଜ୍): ଗଞ୍ଜାମ ଗୋଳନ୍ଥରାରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ଗଣେଶ ନାୟକ ଓରଫ୍‌ ବୁଲୁ ଓ ଆସିକାର ହୃଷି ପାତ୍ରକୁ ଏନ୍‌କାଉଣ୍ଟର କରିଛି ପୋଲିସ । ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ କିଛି ଅପରାଧୀ ଗୋଳନ୍ଥରା…

ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର , ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ୍‌ ଆହତ

ଗଞ୍ଜାମ(କେନ୍ୟୁଜ୍) : ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ୍‌ ଆହତ। ତାର ୨ଟି ଗୋଡରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଭଞ୍ଜନଗର ନିକଟସ୍ଥ ଗଣ୍ଡିଶୁଳା ନିକଟରେ ଏହି ଏନ୍‌କାଉଣ୍ଟର…

ଗଞ୍ଜାମ ଆସିକାରେ ପୁଣି ଏନକାଉଣ୍ଟର , ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ କୁମାର ଜେନା ଓ କୃଷ୍ଣଚନ୍ଦ୍ର ଜେନା ଆହତ

ଗଞ୍ଜାମ(କେନ୍ୟୁଜ୍) : ଗଞ୍ଜାମର ଆସିକାରେ ପୁଣି ଏନକାଉଣ୍ଟର। ଆସିକା ପୋଲିସର ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ କୁମାର ଜେନା ଓ କୃଷ୍ଣଚନ୍ଦ୍ର ଜେନା ଆହତ ହୋଇଛନ୍ତି। ଉଭୟଙ୍କ ଗୋଡ଼ରେ ବାଜିଛି ଗୁଳି। ଦୁଇ ଅପରାଧୀ ହୁମୁକି ଗ୍ରାମର ବୋଲି ଜଣାପଡ଼ିଛି। ଏମାନଙ୍କ ଠାରୁ ୨ଟି ପିସ୍ତଲ,…

ଜୟପୁର ଟାଉନ ଥାନା ପୋଲିସର ଏନକାଉଣ୍ଟର , ଦୁର୍ଦ୍ଦାନ୍ତ ଅପରାଧୀ ରଞ୍ଜିତ ବାଗ ଆହତ

ଜୟପୁର(କେନ୍ୟୁଜ୍) : ଜୟପୁର ଟାଉନ ଥାନା ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ରଞ୍ଜିତ ବାଗ ଆହତ । ତା ଡାହାଣ ଗୋଡରେ ଗୁଳି ବାଜିଛି ।   ରଞ୍ଜିତ ନିକଟରୁ 9MM ପିସ୍ତଲ , ଗୁଳି, ମୋବାଇଲ ଓ ୫ ହଜାର ଟଙ୍କା ଜବତ ହୋଇଛି । ପାଓ୍ଵାର ହାଉସ ଛକ କଲୋନୀ ନିକଟରେ ପୋଲିସ ପାଟ୍ରୋଲିଂ ବେଳେ…

ଗଞ୍ଜାମ ଖଲ୍ଲିକୋଟରେ ଏନ୍‌କାଉଣ୍ଟର , ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମଣି ଆହତ

ଗଞ୍ଜାମ(କେନ୍ୟୁଜ୍) : ଗଞ୍ଜାମ ଖଲ୍ଲିକୋଟରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ୍‌ ମଣି ଆହତ । ମାଛୁଆର ଡାହାଣ ଗୋଡ଼ରେ ବାଜିଛି ଗୁଳି । ମାଛୁଆର ଘର ନୟାଗଡ଼ ଜିଲ୍ଲା ରଣପୁରରେ । ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ ଥାନେରେ ମଣି ନାଁରେ ୧୦ରୁ ଅଧିକ…