Browsing Tag

encounter in jammu kashmir

ଜମ୍ମୁ-କାଶ୍ମୀର ସୋପୋରରେ ଏନକାଉଣ୍ଟର, କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତ ସମେତ ୩ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲା ସୋପୋର ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ ସଫଳତା। ଏନକାଉଣ୍ଟରରେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଙ୍ଗଠନର କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତଙ୍କ ସମେତ ୩ଜଣ ନିହତ ହୋଇଛନ୍ତି। ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଭାରତୀୟ…

ଜାମ୍ମୁକଶ୍ମୀରରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

ଜାମ୍ମୁକଶ୍ମୀର : ଜାମ୍ମୁକଶ୍ମୀରରେ ଏନକାଉଣ୍ଟର । ୩ ଆତଙ୍କବାଦୀ ନିହତ। ଶ୍ରୀନଗର ବଟମାଲୋରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି । ବଟାମାଲୋ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ…

ଜାମ୍ମୁ କଶ୍ମୀର ପୁଲଓ୍ଵାମା ଜାଦୋରା ଅଞ୍ଚଳରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ଜାମ୍ମୁ କଶ୍ମୀର: ଜାମ୍ମୁ କଶ୍ମୀର ପୁଲଓ୍ଵାମା ଜାଦୋରା ଅଞ୍ଚଳରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳବିନିମୟ। ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି। ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।…

ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ପୁଣି ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର: ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ପୁଣି ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ । ପୁଲଓ୍ଵାମାର ଗୁସୁ ଜିଲ୍ଲାରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ୫୩ଟି ଆର୍ମୀ ରାଇଫଲ ଟିମ୍‌ ଓ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।…

ଜମ୍ମୁ କଶ୍ମୀର ଅନନ୍ତନାଗରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର ଅନନ୍ତନାଗରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ । ଅନନ୍ତନାଗ ଖୁଲଚୋହରରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ବିଷେଶ ସୂତ୍ରରୁ ସୂଚନା ମିଳିବା ପରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେଠାରେ ମିଳିତ ଭାବେ ସର୍ଚ୍ଚ ଅପରେସନ୍‌…

ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ। ତେବେ ଦୁଃଖର କଥା ଏଥିରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ପୋଲିସ, ସେନା ଓ ସିଆରପିଏଫ୍‌ ପକ୍ଷରୁ ମିଳିତ…

ପୁଣି ଜମ୍ମୁକଶ୍ମୀରରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର: ପୁଣି ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ତିନି ଆତଙ୍କବାଦୀ । ଜମ୍ମୁକଶ୍ମୀର ସୋପିଆନ୍‌ ତୁରକାବନଗାମ୍‌ ଅଞ୍ଚଳରେ ଏନ୍‌କାଉଣ୍ଟର ବେଳେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏହି ଅଞ୍ଚଳରେ…

ଅଶାନ୍ତ ଘାଟି: ଦୁଇ ଦିନ ଧରି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଦୁଇ ଆତଙ୍କବାଦୀ ନିହତ

ଅଶାନ୍ତ ଘାଟି । ଦୁଇ ଦିନ ଧରି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଅବନ୍ତୀପୁରାରେ ସୁରକ୍ଷାକମୀଙ୍କ ଗୁଳିମାଡରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କୀ ମାନେ ପାକିସ୍ତାନ ସମର୍ଥୀତ ଜୈସ-ଇ-ମହମ୍ମଦର ବୋଲି ଜଣାପଡିଛି । ତେବେ ଆତଙ୍କବାଦୀଙ୍କ ଗୁଳିମାଡରେ ଦୁଇ ଯବାନ ସହିଦ…

ଜାମ୍ମୁକାଶ୍ମୀର ସୋପିଆନରେ ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର : ଜାମ୍ମୁକାଶ୍ମୀର ସୋପିଆନରେ ଏନକାଉଣ୍ଟର । ଯବାନ ଓ ଆତଙ୍କବାଦୀଙ୍କ ମଧ୍ଯରେ ମୁହାଁମୁହିଁ । ଫଳରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ମୋଲୁ-ଚିତ୍ରଗ୍ରାମରେ ସେନା ପକ୍ଷରୁ ସର୍ଚ୍ଚଅପରେସନ୍ ଜାରି ରହିଛି ।