Odisha News
Browsing Tag

encounter

ଜମ୍ମୁ କାଶ୍ମୀର ଅନନ୍ତନାଗ ସଙ୍ଗମ ସହର ଅର୍ନ୍ତଗତ ଗୁନ୍ଦ ବାବା ଖଲିଲଠାରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲା ସଙ୍ଗମ ସହର ଅର୍ନ୍ତଗତ ଗୁନ୍ଦ ବାବା ଖଲିଲ ଠାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ବିଳମ୍ବିତ ରାତିରେ ଏନକାଉଣ୍ଟର କରାଯାଇଥିଲା । ଦୁଇ ନିହତ ଆତଙ୍କବାଦୀ ହେଲେ ଲସ୍କର ଏ ତୋଇବା ସଙ୍ଗଠନର ସଦସ୍ୟ । ଘଟଣାସ୍ଥଳରୁ ଗୋଟିଏ ଏକେ-୪୭,…

ଦିଲ୍ଲୀର ପୁଲ ପ୍ରହ୍ଲାଦପୁର ଠାରେ ପୋଲିସର ଏନକାଉଣ୍ଟର, ଦୁଇ ଅପରାଧି ରାଜା କ୍ୟୁରେସୀ ଓ ରମେଶ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ପୁଲ ପ୍ରହ୍ଲାଦପୁର ଠାରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ପୋଲିସ ଗୁଳିରେ ଦୁଇ ଅପରାଧିଙ୍କ ମୃତ୍ୟୁ ହୋଇଛି । ଦୁଇ ଅପରାଧି ହେଲେ ରାଜା କ୍ୟୁରେସୀ ଓ ରମେଶ । ଏହି ଦୁଇଗଣ ଏକ ମର୍ଡର କେଶରେ ସାମିଲ ଥିବା ପୋଲସ ପକ୍ଷରୁ ସୂଚନା ମିଳିଛି । ତେବେ…

ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି, ଦିଲ୍ଲୀରେ ମାମଲାର ତଦନ୍ତ କରିବେ ସୁପ୍ରିମକୋର୍ଟର…

କେନ୍ୟୁଜ୍(ବ୍ୟୁରୋ): ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି। ଏନକାଉଣ୍ଟରର ବିଭିନ୍ନ ଦିଗ ଉପରେ ତେଲଙ୍ଗାନା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଏସଏ ବୋବଡେ। ତେଲଙ୍ଗାନା ସରକାରଙ୍କ ପାଇଁ ମୁକୁଲ ରୋହତଗୀ ପକ୍ଷ ରଖିଛନ୍ତି। ଦିଲ୍ଲୀରେ ମାମଲାର ତଦନ୍ତ…

କଟକ ଚୌଦ୍ୱାର ଅଞ୍ଚଳରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ କୁଖ୍ୟାତ ଡକାୟତ ବବଲୁ ପାଓ୍ଵାର ଆହତ, ୮ ଗିରଫ

କଟକ : କଟକ ଚୌଦ୍ୱାର ଅଞ୍ଚଳରେ ପୋଲିସର ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛି କୁଖ୍ୟାତ ଡକାୟତ ବବଲୁ ପାଓ୍ଵାର । ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବବୁଲୁକୁ SCBରେ ଭର୍ତ୍ତି କରାଯାଇଛି। ତା ନାଁରେ ବିଭିିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ବିଭିନ୍ନ…

ହାଇଦ୍ରାବାଦ କାଣ୍ଡ : ଅଭିଯୁକ୍ତଙ୍କୁ ଏକାଉଣ୍ଟର ପରେ ଏପରି ଖୁସି ଜାହିର କଲେ ନିର୍ଭୟା ମା ଏବଂ ସ୍କୁଲ ଛାତ୍ରୀ

ଦିଶାଙ୍କୁ ମିଳିଗଲା ନ୍ୟାୟ। ଏହି ଖୁସିରେ ସମଗ୍ର ଭାରତବାସୀ ଆଜି ଖୁସିରେ ନାଚିଉଠିଛନ୍ତି। ଦୀର୍ଘ ୯ ଦିନ ଧରି ଚାଲିଥିବା ଜନଆକ୍ରୋଶର ପୂର୍ଣ୍ଣଚ୍ଛେଦ ପଡିଛି।ହାଇଦ୍ରାବାଦ ଭେଟେନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ଦୁଷ୍କର୍ମକାରୀ ପୋଲିସ ଏନକାଉଣ୍ଟର ମୃତ। ଚେତନାପାଲି ଓଭରବ୍ରିଜରେ…

ରାୟଗଡ଼ା ପୋଲିସର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଆହତ

ରାୟଗଡ଼ା: ରାୟଗଡ଼ା ପୋଲିସର ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଆହତ। ତାର ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଶିବା ନାଁରେ ଅପହରଣ ଓ ଲୁଟ୍‌ ଭଳି ମାମଲା…

ପିପିଲିରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଭଗୁ ଆହତ

ପିପିଲି(କେନ୍ୟୁଜ୍): ପିପିଲିରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗୀରଥି ପ୍ରଧାନ ଓରଫ୍‌ ଭଗୁ ଆହତ ହୋଇଛି । ଭଗୁ ଘର ପୁରୀ ତାଳବଣିଆ ଅଞ୍ଚଳର । ପିପିଲି ଓଭର ତରକରଜା ଛକରେ ପୋଲିସ ସହ ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଆହତ ହୋଇଥିଲା ଭଗୁ । ତାକୁ ପ୍ରଥମେ…

କଟକ ଚୌଦ୍ୱାରରେ ପୁଣି ଏନକାଉଣ୍ଟର୍‌, ପୋଲିସ ଗୁଳିରେ ଅପରାଧୀ ମୁନା ଦେହୁରୀ ଆହତ

କଟକ(କେନ୍ୟୁଜ୍): କଟକ ଚୌଦ୍ୱାରରେ ପୁଣି ଏନକାଉଣ୍ଟର୍‌ । ୨୪ ଘଣ୍ଟା ମଧ୍ୟରେ ଦୁଇଟି ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ । ମୁନାର ବାମ ଗୋଡରେ ଗୁଳି ବାଜିଛି । ଆଜି ଭୋରୁ ଚୌଦ୍ୱାର ପୋଲିସ ଏନକାଉଣ୍ଟର୍‌ କରିଛି । ଧବଳେଶ୍ୱର ରୋଡ ନିକଟରେ…

କଟକ ଚୌଦ୍ୱାର ଅଞ୍ଚଳରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

କଟକ: କଟକ ଚୌଦ୍ୱାର ଅଞ୍ଚଳରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ ହୋଇଛି । ଜିତୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଆହତ ଜିତୁକୁ SCB ମେଡ଼ିକାଲରେ ଭର୍ତ୍ତି କରାଯାଇଛି

କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ ଓ ମିଟୁନା ଆହତ

 କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଆହତ ହୋଇଛନ୍ତି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ । ରାତି ପାଖାପାଖି ୨ଟା ବେଳେ ଅଙ୍ଗୁଳାଇ ମାର୍ଶାଘାଇ ରାସ୍ତାରେ ଏନ୍‌କାଉଣ୍ଟର ହୋଇଛି । ଦୁଇ ଜଣ ଅପରାଧୀ ଅନନ୍ତ ପ୍ରସାଦ ଜେନା ଓରଫ୍‌ ଭେଲୁ ଓ ପ୍ରଭାତ ନାୟକ ଓରଫ୍‌…

ସମ୍ବଲପୁରରେ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ସାହୁ ଓରଫ ଅମିତ ବିହାରୀ ଆହାତ

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁରରେ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ସାହୁ ଓରଫ ଅମିତ ବିହାରୀ ଜଖମ । ତା' ବାମ ଗୋଡରେ ଗୁଳି ବାଜିଛି । ଅପହରଣ ମାମଲାରେ ଅମିତକୁ ପୋଲିସ ଗିରଫ କରିଛି । ଏଥିସହ ୧୨ ଘଣ୍ଟାରୁ କମ ସମୟ ମଧ୍ୟରେ ଅପହୃତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି…

କେନ୍ଦ୍ରାପଡ଼ାରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦାନ୍ତ ଅପରାଧୀ ହୃଷିକେଶ ମଲ୍ଲିକ ଆହତ

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଅପରାଧୀ ହୃଷିକେଶ ମଲ୍ଲିକ ଆହତ ହୋଇଛି । ଗରାପୁର ଏସ୍‌ପିଙ୍କ ବାସଭବନ ନିକଟରେ ଏନ୍‌କାଉଣ୍ଟର କରାଯାଇଛି । ଆଳି ଜୁଆଣିଆ ଗାଁ ନବଘନ ପରିଡ଼ାଙ୍କ ଘରେ ଡକାୟତି କରି ଫେରୁଥିବା ବେଳେ ପୋଲିସ ଖବର ପାଇ କଟକ ଚାନ୍ଦବାଲି…