Browsing Tag

encounter

ସହିଦ ଡିସିପି ହୁମାୟୁଂଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଲେ ବାପା, ଶେଷ ୧୦ ପାଦ ଥିଲା ଜୀବନର ସବୁଠାରୁ କଷ୍ଟଦାୟକ…

କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଥିଲେ DSP ହୁମାୟୁଂ ଭଟ୍ଟ। ସହିଦ ହୋଇଥିବା ନିଜ ଯବାନ ପୁଅକୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଥିଲେ ବାପା ଗୁଲାମ ହସନ । ଜଣେ ବାପା ପାଇଁ ପୁଅକୁ ଶ୍ରଦ୍ଧାଞ୍ଜଳି ଦେବା ଜୀବନର ସବୁଠାରୁ କଷ୍ଟଦାୟକ ମୁହୂର୍ତ୍ତ ହୋଇଥାଏ। ଗୁଲାମ ହସନ…

ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ସେନା ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ଜୀବନ ଦେଲା କୁକୁର…

ଜମ୍ମୁ କଶ୍ମୀର ରଜୌରୀରେ ଏନକାଉଣ୍ଟର । ରାଜୌରୀ ଜିଲ୍ଲା ନରହ୍ଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ । ସେହିପରି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଏଥିସହ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ୬ ବର୍ଷର ସେନା କୁକୁର 'କେଣ୍ଟ'ର ଜୀବନ…

ରାଜୌରିରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ଆତଙ୍କବାଦୀର ମୃତ୍ୟୁ, ଜଣେ ଯବାନ ସହିଦ

ଜମ୍ମୁ: ଜମ୍ମୁର ରାଜୌରି ଜିଲ୍ଲାର ନର୍ଲା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଏନକାଉଣ୍ଟର। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ସେନାର ଜଣେ ଯବାନ ସହିଦ ହେବା ସହ ଦୁଇ ଜଣ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ସେନାର…

ପୁରୀ: କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବସ୍ତିରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ବରାଳ ଖାଇଛି ଗୁଳି

ପୁରୀ(କେନ୍ୟୁଜ୍): ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଣ୍ଟର । କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବସ୍ତିରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ  ପିନୁ ବରାଳ ଗୁଳି ଖାଇଛି । ତା ବାମ ଗୋଡରେ ବାଜିଛି ଗୁଳି । ପିନୁକୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଜମ୍ମୁ କଶ୍ମୀର ବାରମୂଳାରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ

ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଗୋଟାଏ ଏ.କେ. ୪୭ ରାଇଫଲ୍ ଓ ଗୋଟିଏ ପିସ୍ତଲ୍ ସମେତ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ସେନା ପକ୍ଷରୁ…

ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ଓସମାନଙ୍କୁ ଏନକାଉଣ୍ଟର କଲା ପୋଲିସ

ଉତ୍ତରପ୍ରଦେଶ ପ୍ରୟାଗରାଜ ଉମେଶ ପାଲ ହତ୍ୟାକାଣ୍ଡରେ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ । ଉମେଶ ପାଲଙ୍କୁ ହତ୍ୟାକାଣ୍ଡର ଅଭିଯୁକ୍ତ ଓସମାନ ଚୌଧୁରୀକୁ ଏନକାଉଣ୍ଟର କରିଛି ପୋଲିସ । ଏହାପୂର୍ବରୁ ଏହି ହତ୍ୟାକାଣ୍ଡକୁ ନେଇ ଆଉ ଏକ ଏନକାଉଣ୍ଟର ହୋଇଥିଲା । ସେତେବେଳେ ପୋଲିସ ଅଭିଯୁକ୍ତ ଅରବାଜକୁ…

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର; ୪ ଆତଙ୍କୀ ମୃତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର; ୪ ଆତଙ୍କୀ ମୃତ । ସୋପିଆନ ଜିଲ୍ଲା ମୋଲୁ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ ୪ ସ୍ଥାନୀୟ ଆତଙ୍କୀ ମୃତ। ଜାରି ରହିଛି ଗୁଳିବିନିମୟ । ସୋପିଆନ୍‌ ଜିଲ୍ଲା ଦ୍ରାସ ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ…

ସୋରରେ ଏନକାଉଣ୍ଟର: ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ଦୁର୍ଦ୍ଦାନ୍ତ ଅପରାଧି ମୃତ

ସୋର (କେନ୍ୟୁଜ): ସୋରରେ ଏନକାଉଣ୍ଟର । ପୋଲିସ୍‌ ସହ ଦୁର୍ଦ୍ଦାନ୍ତ ଅପରାଧି ଧସ୍ତାଧସ୍ତି ବେଳେ ଅପରାଧି ବନ୍ଧୁକରୁ ଗୁଳି ଫୁଟି ଅପରାଧି ମୃତ । ଗୋପାଳପୁର ଫାଣ୍ଡି ପୋଲିସ୍‌ର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। ମୃତ ଅପରାଧି ଆରୁହାବାଡ ଜାଗେଶ୍ବରପଦା ଅଞ୍ଚଳର ରୁଣ୍ଡୁ ମଳିକ ବୋଲି…

ବ୍ରାଜିଲରେ ବଡ଼ ଧରଣର ଏନ୍‌କାଉଣ୍ଟର! ମଲେଣି ୧୮; ଅପରେସନରେ ସାମିଲ ଅଛନ୍ତି ୪୦୦ ପୋଲିସ

ବ୍ରାଜିଲର ରିଓ ଡି ଜନେରିଓରେ ଗୁରୁବାର ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି, ଯେଉଁଥିରେ ଏ ପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ରହିଛି। ଏ ନେଇ ସ୍ଥାନୀୟ ପୋଲିସ କହିଛି ଯେ କିଛି ଅପରାଧୀ ଗ୍ରୁପ୍‌ଙ୍କୁ ଟାର୍ଗେଟରେ ରଖାଯାଇ ଏହି ଅପରେସନ ଆରମ୍ଭ କରାଯାଇଛି। ଖବର ମୁତାବକ, ଏହି…

ପଞ୍ଜାବ ପୋଲିସର ଏନ୍‌କାଉଣ୍ଟର: ମୁସେଓ୍ଵାଲାଙ୍କୁ ହତ୍ୟା କରିଥିବା ୪ ସାର୍ପ ସୁଟର ନିପାତ

ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟାକାରୀଙ୍କୁ ନିପାତ କଲା ପଞ୍ଜାବ ପୋଲିସ। ଡିଜିପିଙ୍କ ମୁତାବକ, ଅଟାରୀ ବର୍ଡର ନିକଟରେ ପୋଲିସ ଏନ୍‌କାଉଣ୍ଟରରେ ଚାରି ସୁଟର ନିହତ ହୋଇଛନ୍ତି। ଏହି ଆକ୍ରମଣ ପ୍ରତିଆକ୍ରମଣ ଦୀର୍ଘ ସମୟ ଧରି ଚାଲିଥିଲା। ସନ୍ଧ୍ୟା ଭିତରେ ପୋଲିସକୁ ଏହି ବଡ଼ ସଫଳତା…