ପୃଥିବୀକୁ ମାଡି ଆସୁଛି ମହାବିପଦ: ୯୦ ସେକେଣ୍ଡରେ ହେବ ଧ୍ୱଂସ
ନୂଆଦିଲ୍ଲୀ : ପୃଥିବୀ ଧ୍ୱଂସକୁ ଆଉ ୯୦ ସେକେଣ୍ଡ । ମଧ୍ୟରାତ୍ରି ତଥା ରାତି ୧୨ଟାର ନିକଟତର ହେଉଛନ୍ତି ଡୁମସ୍ଡେ ଘଣ୍ଟା । ଘଣ୍ଟା ଯେତେ ଆଗକୁ ବଢିବ ପୃଥିବୀର ପ୍ରଳୟର ସେତେ ନିକଟତର ହେବ । ମନୁଷ୍ୟକୃତ କାର୍ଯ୍ୟ ପାଇଁ ପୃଥିବୀ ଧ୍ୱଂସ ଆଡକୁ ଅଗ୍ରସର ହେଉଛି । ୟୁକ୍ରେନ ଯୁଦ୍ଧ ପାଇଁ ଡୁମସ୍ଡେ…