ପୃଥିବୀକୁ ଧ୍ୱଂସ କରିପାରେ ଏପୋଫିସ୍ ଉଲ୍କାପିଣ୍ଡ! NASA ଜାରି କଲା ତାରିଖ
ଉଲ୍କାପିଣ୍ଡ ‘ଏପୋଫିସ୍’କୁ ‘GOD of disturbances’ ବୋଲି କୁହାଯାଏ। ଅର୍ଥାତ୍ ଏହା ପୃଥିବୀକୁ ଧ୍ୱଂସ କରିପାରେ। ଏପୋଫିସ୍ ପୃଥିବୀ ସହ ଧକ୍କା ହେଲେ ଲକ୍ଷ ଲକ୍ଷ ଲୋକଙ୍କର ଦୁନିଆରୁ ଚିହ୍ନବର୍ଣ୍ଣ ଲିଭିଯିବ ବୋଲି ସ୍ପେସ୍ ଏଜେନ୍ସି ନାସା (NASA) କହିଛି। ନାସା ଅନୁସାରେ, ୧୦ଟି ଅଲଗା…