Browsing Tag

ended life

ପାରିବାରିକ କଳହର କରୁଣ ପରିଣତି, ଭାଇ ଭଉଣୀ ଶେଷ କରିଦେଲେ ଜୀବନ

 ଭଦ୍ରକ : ପାରିବାରିକ କଳହର କରୁଣ ପରିଣତି । ଗୋଟିଏ ପରିବାରର ଭାଇ ଭଉଣୀ ଶେଷ କରିଦେଲେ ଜୀବନ । ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର ଗାଁର ବିଦ୍ୟାଧର ବେହେରାଙ୍କ ପୁଅ ପ୍ରଥମେ ଜୀବନ ହାରିଥିଲେ । ପରେ ତାଙ୍କ ବଡ଼ ଭାଇଙ୍କ ଝିଅ ରଶି ଲଗାଇ ଜୀବନ ହାରିଥିବା ସୂଚନା ମିଳିଛି । କାରଣ କ'ଣ…