Browsing Tag

enforcement directorate

ଶିଳ୍ପା ସେଟ୍ଟିଙ୍କ ଘରେ ପଶିଲା ED, ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିଭିନ୍ନ ଠକଣାରେ ଚାଲିଛି ଚଢ଼ାଉ

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ଘରେ ପଶିଲା ଇଡି । ଅଶ୍ଳୀଳ ଫଲ୍ମ ତିଆରି ମାମଲାରେ ଶିଳ୍ପାଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ମୁମ୍ବାଇ ସାନ୍ତାକ୍ରୁଜସ୍ଥିତ ଘରେ ଇଡି ଚଢ଼ାଉ କରିଛି । ଇଡି ଦ୍ୱାରା ମାମଲା ପଞ୍ଜିକୃତ ହେବା ପରେ ଶୁକ୍ରବାର ସକାଳୁ କୁନ୍ଦ୍ରାଙ୍କ ଘର ଏବଂ…

ଯାଞ୍ଚ ପାଇଁ ଯାଇଥିବା ବେଳେ ଇଡି ଟିମ ଉପରେ ଆକ୍ରମଣ, ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ

ଦିଲ୍ଲୀରେ ଇଡି ଟିମ ଉପରେ ଆକ୍ରମଣ ।   ସାଇବର ଠକେଇ ମାମଲାର ଯାଞ୍ଚ ପାଇଁ ଯାଇଥିବା ବେଳେ ଇଡି ଟିମ ଉପରେ ହମଲା ।  ଆକ୍ରମଣରେ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆହତ ହୋଇଛନ୍ତି ।  ଦିଲ୍ଲୀର ବିଜୱାସାନ ଅଞ୍ଚଳରେ ଏହି ଘଟଣା ଘଟିଛି ।  ଏହି ମାମଲାରେ ଏଫଆଇଆର ଦାୟର କରାଯାଇଛି । ଖବର ମୁତାବକ,…

ଏହି ଲୋକସଭା ସାଂସଦଙ୍କ ଉପରେ ଇଡି ଲଗାଇଲା ୯୦୮ କୋଟିର ଜରିମାନା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଡିଏମ୍‌କେର ଲୋକସଭା ସାଂସଦ ଏସ. ଜଗତରକ୍ଷକନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ୯୦୮ କୋଟି ଟଙ୍କା ଜରିମାନା କରାଯାଇଥିବା ଇଡି କହିଛି । ଏହାସହିତ ୮୯.୧୯ କୋଟି ଟଙ୍କା ମୂଲ୍ୟର ତାଙ୍କ ସମ୍ପତ୍ତି ମଧ୍ୟ…

ଅନଲାଇନ ଗେମ ଖେଳିବା ମାମଲା, ୪ ଜଣଙ୍କୁ ଗିରଫ କଲା ଇଡି

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ଗୋଗୁଆ ଗ୍ରାମରେ ଅନଲାଇନ ଗେମ ଖେଳି କୋଟି କୋଟି ଟଙ୍କା ଇନକମ କରିବା ଓ ଆଲିସାନ ଘର କରିବା ନେଇ ଇଡି କଲା ଚଢ଼ାଉ । କଲିକତାର ଏକ ତିରିଶ ଜଣିଆ ଇଡି ଟିମ ଗୋଗୁଆ ଗ୍ରାମରେ ୬ ଜଣଙ୍କ ଘର ଉପରେ ଗତ ୨୭ ତାରିଖରେ ଦୁଇ ଦିନ ଧରି ଚଢ଼ାଉ କରିଥିଲା । ଏହି…

ଇଡିର ନୂଆ ନିର୍ଦ୍ଦେଶକ ରାହୁଲ ନବୀନ, କେନ୍ଦ୍ର ସରକାର କଲେ ଘୋଷଣା

ବର୍ତ୍ତମାନ ଇଡିକୁ ନିଜର ସ୍ଥାୟୀ ନିର୍ଦ୍ଦେଶକ ମିଳିଛି । କେନ୍ଦ୍ର ସରକାର ଆଇଆରଏସ ରାହୁଲ ନବୀନଙ୍କୁ ଇଡିର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି । କେନ୍ଦ୍ର ସୂଚନା ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି । ତେବେ ପୂର୍ବରୁ ସରକାର ରାହୁଲ ନବୀନଙ୍କୁ ଇଡିର କାର୍ଯ୍ୟନିର୍ବାହୀ…

EDର ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କୁ ଗିରଫ କଲା ସିବିଆଇ, ନେଉଥିଲେ ୨୦ ଲକ୍ଷ ଟଙ୍କା ଲାଞ୍ଚ

ଲାଞ୍ଚ ନେଇ ଧରାପଡ଼ିଲେ ଇଡିର ଜଣେ ଅଧିକାରୀ । ଅଳଙ୍କାର ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ସିବିଆଇ । ଇଡି ମୁଖ୍ୟାଳୟରେ ନିଯୁକ୍ତ ଏହି ଅଧିକାରୀଙ୍କ ନାମ ସନ୍ଦୀପ ଯାଦବ, ଯିଏ ଇଡିରେ ଆସିଷ୍ଟାଣ୍ଟ ଡାଇରେକ୍ଟର ରୂପେ କାର୍ଯ୍ୟରତ ଥିଲେ ।…

‘ସିଏମ୍‌ କେଜ୍ରିଓ୍ଵାଲ ଷଡ଼ଯନ୍ତ୍ରକାରୀ’, ଦିଲ୍ଲୀ ମଦ ଦୁର୍ନୀତିରେ ED ଦାଖଲ କଲା ୨୩୨ ପୃଷ୍ଠାର ଚାର୍ଜସିଟ୍‌

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୩୮ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ଅରବିନ୍ଦ କେଜ୍ରିୱାଲଙ୍କୁ ୩୭ ନମ୍ବର ଅଭିଯୁକ୍ତ କରାଯାଇଥିବା ବେଳେ ତାଙ୍କ ଦଳ ଆମ୍ ଆଦମୀ ପାର୍ଟି (ଏଏପି)କୁ ୩୮ ନମ୍ବର ଅଭିଯୁକ୍ତ କରାଯାଇଛି ।…

ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲମଙ୍କୁ ୬ ଦିନିଆ ରିମାଣ୍ଡରେ ନେଲା ଇଡି

କଂଗ୍ରେସ ନେତା ତଥା ଝାଡ଼ଖଣ୍ଡ ଗ୍ରାମୀଣ ବିକାଶ ବିଭାଗ ମନ୍ତ୍ରୀ ଆଲମଗିର ଆଲମଙ୍କୁ ଗିରଫ କରି ୬ ଦିନିଆ ରିମାଣ୍ଡରେ ନେଇଛି ଇଡି । ପିଏମଏଲଏ କୋର୍ଟ ଇଡି ଆବେଦନକୁ ସ୍ୱୀକାର କରି ୬ ଦିନିଆ ରିମାଣ୍ଡରେ ପଠାଇଛି । ମନି ଲଣ୍ଡରିଂ ମାମଲା ଅଭିଯୋଗରେ ମନ୍ତ୍ରୀ ଆଲମଗିରଙ୍କୁ ଗିରଫ କରାଯାଇଛି ।…

ଛତିଶଗଡ଼ରେ ୨୦୦୦ କୋଟିର ମଦ ଦୁର୍ନୀତି: ପୂର୍ବତନ IAS ଅନିଲ୍‌ ଟୁଟେଜାଙ୍କୁ ଗିରଫ କଲା ED

ଛତିଶଗଡ଼ରେ ୨୦୦୦ କୋଟିର ମଦ ଦୁର୍ନୀତି ମାମଲାରେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍‌ ଅନିଲ ଟୁଟେଜାଙ୍କୁ ଗିରଫ କରିଛି । ରାୟପୁରରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ନିଜର ବୟାନ ରେକର୍ଡ କରାଇବା ପାଇଁ…

ମନି ଲଣ୍ଡରିଂ: ଶିଳ୍ପା ସେଟ୍ଟି ଓ ରାଜ୍‌ କୁନ୍ଦ୍ରାଙ୍କ ସମସ୍ୟା ବଢ଼ିଲା, ED ଜବତ କଲା ୯୭ କୋଟିର ସମ୍ପତ୍ତି

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଏବଂ ତାଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କ ସମସ୍ୟା ବଢ଼ିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁନ୍ଦ୍ରାଙ୍କ ବିରୋଧରେ ଗ୍ରହଣ କରିଛି ବଡ଼ କାର୍ଯ୍ୟାନୁଷ୍ଠାନ । ଖବର ଅନୁସାରେ, ମନି ଲଣ୍ଡରିଂ ମାମଲାରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି…

ଆପ୍‌ ନେତା ଦୁର୍ଗେଶ ପାଠକଙ୍କୁ ଇଡିର ସମନ, କେଜ୍ରିଓ୍ଵାଲଙ୍କ ପିଏଙ୍କୁ ମଧ୍ୟ ପଚରାଉଚରା

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁସ୍କିଲରେ ପଡିଛନ୍ତି ଆପର ଆଉ ଜଣେ ନେତା ଆପର ଅନେକ ବରିଷ୍ଠ ନେତା ଏବେ ଜେଲରେ ଥିବା ବେଳେ ପୁଣି ଜଣେ ନେତାଙ୍କୁ ସମନ ପଠାଇଛି ଇଡି । ଆପ୍ ନେତା ଦୁର୍ଗେଶ ପାଠକଙ୍କୁ ଆଜି ଇଡି ସମନ ପଠାଇଥିବା ଜଣାପଡ଼ିଛି । ଏହାପରେ ଦୁର୍ଗେଶ ଇଡି ଅଫିସକୁ ପଚରାଉଚରା…

ଆଜି ସରୁଛି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଇଡି ରିମାଣ୍ଡ ଅବଧି, ସିବିଆଇ ହେପାଜତ କି ଜେଲ ଯିବେ କେଜ୍ରିଓ୍ଵାଲ !

ଆଜି ସରୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଇଡି ରିମାଣ୍ଡ ଅବଧି । ଦିନ ୧୧ଟାରେ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହେବେ ଅରବିନ୍ଦ କେଜ୍ରିୱାଲ୍ । ୨୮ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କ ୭ ଦିନିଆ ଇଡି ହାଜତ ଅବଧି ସରିବା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା । ଇଡି ପକ୍ଷରୁ ଦ୍ବିତୀୟ ଥର ୭ ଦିନ…