ନଭେମ୍ବର ଓ ଡିସେମ୍ବରରେ ରାଜ୍ୟରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍, କଡ଼ାକଡ଼ି ଚେକିଂ ନେଇ STA ଅତିରିକ୍ତ…
ଭୁବନେଶ୍ୱର(କେନ୍ୟୁଜ୍): ନଭେମ୍ବର ଓ ଡିସେମ୍ବରରେ ରାଜ୍ୟରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ । ରାଜ୍ୟରେ ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ପ୍ରାୟ ୩୦ ପ୍ରତିଶତ ଦୁର୍ଘଟଣା ଘଟିଥାଏ । ଏଥିପାଇଁ ନଭେମ୍ବର ୧ରୁ ଆରମ୍ଭ ହୋଇଛି ୨ ମାସର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ । ଏନଫୋର୍ସମେଣ୍ଟ…