ସଚିନଙ୍କ ଘରେ ବାଜିବ ଶାହାନାଇ, ସରିଲା ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ
ପୂର୍ବତନ ଭାରତୀୟ ଦଳର ଅଧିନାୟକ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ବହୁତ ରନ କରିଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ସରିଛି । ଅର୍ଜୁନ ତେନ୍ଦୁଲକର ରବି ଘାଇଙ୍କ ନାତୁଣୀ ସାନିଆ ଚାଣ୍ଡୋକଙ୍କ ସହିତ ନିର୍ବନ୍ଧ କରିଛନ୍ତି । ଅର୍ଜୁନ ଏବଂ ସାନିଆ ଏକ ବ୍ୟକ୍ତିଗତ…