Rocky Flintoff Century : ଚମତ୍କାର ବ୍ୟାଟିଂ କରୁଛନ୍ତି ଆଣ୍ଡ୍ର୍ୟୁ ଫ୍ଲିଣ୍ଟଅଫଙ୍କ ପୁଅ ରକି ଫ୍ଲିଣ୍ଟଅଫ୍
ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ଆଣ୍ଡ୍ର୍ୟୁ ଫ୍ଲିଣ୍ଟଅଫଙ୍କ ପୁଅ ରକି ଫ୍ଲିଣ୍ଟଅଫ୍ ଚମତ୍କାର ବ୍ୟାଟିଂ କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ରକି ଫ୍ଲିଣ୍ଟଅଫ୍ ନିଜ ପ୍ରୋଫେସନାଲ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି । ସେ ୱାନଡେ କପରେ ଲ୍ୟାଙ୍କାଶାୟାର୍ ପାଇଁ ଖେଳି…