Browsing Tag

england ratha jatra

ବିଦେଶରେ ଜଗନ୍ନାଥ ସଂସ୍କୃତିର ଝଲକ, ଇଂଲଣ୍ଡର ବାଥ୍‌ ସହରରେ ଗଡ଼ିଲା ପ୍ରଭୁଙ୍କ ରଥ

ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଓଡିଶାରେ ସୀମିତ ହୋଇ ରହିନାହିଁ । ସାରାବିଶ୍ୱରେ ଏହା ପରିବ୍ୟାପ୍ତ ଏବଂ ଆଦୃତ । ଜଗନ୍ନାଥ ପ୍ରେମ ବିଦେଶୀଙ୍କୁ ବି ଆଚ୍ଛନ୍ନ କରିଛି । ସେଥି ପାଇଁ ଇଂଲଣ୍ଡର ବାଥ୍ ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଦେଖିବା ପାଇଁ ବହୁସଂଖ୍ୟାରେ ବିଦେଶୀଙ୍କ ସମାଗମ…