Browsing Tag

england vs pakistan

ଇଂଲଣ୍ଡ ବନାମ ପାକିସ୍ତାନ ଦ୍ୱିତୀୟ ଟେଷ୍ଟ: ପ୍ରଥମ ଦିନରେ ବର୍ଷା ସାଜିଲା ବାଧକ, ପାକିସ୍ତାନ ୧୨୬/୫

ସ୍ଥାନୀୟ ରୋଜ୍ ବାଉଲ୍ଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଇଂଲଣ୍ଡ-ପାକିସ୍ତାନ ଦ୍ବିତୀୟ ଟେଷ୍ଟ୍। ଗତ ସପ୍ତାହରେ ପ୍ରଥମ ଟେଷ୍ଟକୁ ୩ ୱିକେଟରେ ଜିତି ୧-୦ର ଅଗ୍ରଣୀ ହାସଲ କରିନେଇଥିବା ଇଂଲଣ୍ଡ ଦଳ ଏହି ଟେଷ୍ଟ୍ ଜିତି ଶୃଙ୍ଖଳା କବ୍ଜା କରିବାର ଲକ୍ଷ୍ୟ ରଖିଛି। ତେବେ ବର୍ଷା ପ୍ରଥମ ଦିବସରେ ବାଧକ…