Browsing Tag

enjoyment

ଏହା ହେଉଛି ବିଶ୍ବର ୭ ସ୍ଥାନ, ଯାହାକୁ ଦେଖିଲେ ଲାଗେ ପୂରା କାଳ୍ପନିକ

ରୋରାଇମା ପର୍ବତ: ବେନେଜୁଏଲାରେ ପାଖାପାଖି ୯,୨୨୨ ଫୁଟ ଉଚ୍ଚରେ ଅବସ୍ଥିତ ‘ରୋରାଇମା ପର୍ବତ’ ବର୍ଷର ୮ ମାସ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହିଥାଏ। ଏହା ୩ ଦେଶ ବେନେଜୁଏଲା, ଗୁଏନା ଓ ବ୍ରାଜିଲକୁ ଯୋଡ଼ିଥାଏ। ଏହି ପର୍ବତକୁ ଦେଖିଲେ ଏପରି ଲାଗେ, ଯେପରି ଜଣେ ଗ୍ରାଫିକ୍ ଡିଜାଇନର ଏହାକୁ ତିଆରି…