ଧୁରନ୍ଧର ଫିଲ୍ମର ପ୍ରକୃତ କାହାଣୀ, ପାକିସ୍ତାନର ଗ୍ୟାଙ୍ଗ୍ ୱାର୍ ଉପରେ ପର୍ଯ୍ୟବେସିତ
‘ଧୁରନ୍ଧର’ର ଟ୍ରେଲର ହିଁ ଫିଲ୍ମଟି ଆକର୍ଷଣୀୟ ବୋଲି ସୂଚାଇ ଦେଇଥିଲା । ଏଥିରେ ଅକ୍ଷୟ ଖାନ୍ନା, ଅର୍ଜୁନ୍ ରାମପାଲ ଏବଂ ସଞ୍ଜୟ ଦତ୍ତଙ୍କୁ ଏକ ଭୟଙ୍କର ଚରିତ୍ରରେ ଅଭିନୟ କରୁଥିବାର ଦେଖିବାକୁ ମଳିଛି । ଏଥିରେ ରଣବୀରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ହେଲେ ତାଙ୍କ ଚରିତ୍ର ସମ୍ପର୍କରେ ଅଧିକ…