Browsing Tag

entertainment news

ମ୍ୟାରେଜ୍‌ ପୂର୍ବରୁ ଯୁବପିଢିଙ୍କୁ ଲିଭ୍‌ ଇନ୍‌ରେ ରହିବାକୁ ପରାମର୍ଶ ଦେଉଛନ୍ତି ଜିନତ ଅମାନ, ଜାଣନ୍ତୁ କାହିଁକି

ଭେଟେରାନ୍ ଅଭିନେତ୍ରୀ ଜିନତ ଅମାନ ତାଙ୍କ ସମୟର ସୁନ୍ଦରି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ତାଙ୍କର ଅଭିନୟ ବ୍ୟତୀତ ସେ ନିଜ ସୈନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା ରୁହନ୍ତି । ତଥାପି ୭୨ ବର୍ଷ ବୟସରେ ମଧ୍ୟ ସେ ତାଙ୍କର ଭଲ ବ୍ୟକ୍ତିତ୍ୱ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ମନରେ ରହିଛନ୍ତି । ତେବେ ଜିନତ…

ନୟନତାରାଙ୍କ ପୁରୁଣା ସ୍ୱପ୍ନ ହେଲା ସାକାର, ଫଟୋ ସେୟାର କରି ଖୁସି ବ୍ୟକ୍ତ କରିଲେ ଅଭିନେତ୍ରୀ

ଶାହାରୁଖ ଖାନଙ୍କ 'ଜୱାନ'ରେ କାମ କରିଥିବା ନୟନତାରା ଆଜିକାଲି ତାଙ୍କ ପର୍ସନାଲ ତଥା ପ୍ରଫେସନାଲ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ନିଜ ଜୀବନର ଛୋଟ ବଡ ଅପଡେଟ୍ ବ୍ୟତୀତ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି ।…

୮ କୋଟିର କାରରେ ଆଲିଆ ଭଟ୍ଟଙ୍କୁ ନେଇ ବୁଲିବାକୁ ଗଲେ ରଣବୀର କପୁର, ଭାଇରାଲ ହେଉଛି ଭିଡିଓ

ବଲିଉଡ ଅଭିନେତା ରଣବୀର କପୁର ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତା ଶେଷଥର ପାଇଁ ସୁପରହିଟ୍‌ ଫିଲ୍ମ ‘ଆନିମଲ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ଦର୍ଶକ ରଣବୀରଙ୍କୁ ବହୁତ ଭଲ ପାଇବା ଦେଇଥିଲେ । ଏବେ ଅଭିନେତା କିଛି ଦିନ ପୂର୍ବରୁ ଏକ ୮ କୋଟି ଟଙ୍କା ମୂଲ୍ୟର ନୂଆ…

ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ଆଡଭାନ୍ସ ବୁକିଂରେ କଲା ଜବରଦସ୍ତ କଲେକ୍ସନ୍‌, ଜାଣନ୍ତୁ କେତେ ହଜାର…

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମଟି ଆଡଭାନ୍ସ ବୁକିଂରେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି । ତେବେ ସିନେମା ହଲରେ ରିଲିଜ୍ ହେବା ପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ।…

ପୁଣି ଚର୍ଚ୍ଚାରେ ୟୁଟ୍ୟୁବର୍‌ ଏଲଭିଶ ଯାଦବ, ସାପ ବିଷ ମାମଲାରେ ଚାର୍ଜସିଟ୍ ଦାଖଲ କଲା ପୋଲିସ

ପ୍ରସିଦ୍ଧ ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କ ଗତ କିଛି ଦିନ ହେବ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ରେଭ ପାର୍ଟିରେ ସାପ ବିଷ ଯୋଗାଇଥିବା ମାମଲାରେ ତାଙ୍କୁ ମାର୍ଚ୍ଚ ୧୭ରେ ଗିରଫ କରାଯାଇଥିଲା । ବର୍ତ୍ତମାନ ଏଲଭିଶ ଯାଦବଙ୍କୁ ଜାମିନ ମିଳିଯାଇଛି । ତେବେ NDPSର ନିମ୍ନ ଅଦାଲତରେ ଏଲଭିସଙ୍କୁ ଜାମିନ…

ବିଜୟଙ୍କ ସହ ସିକ୍ରେଟ୍‌ ବର୍ଥଡେ ସେଲିବ୍ରେସନ୍‌ କଲେ ରଶ୍ମିକା, ଭାଇରାଲ ହେଉଛି ଫଟୋ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀ ପରେ ଏବେ ବଲିଉଡ ଫିଲ୍ମରେ ନିଜର ଦମ୍‌ଦାର ଅଭିନୟ ଦ୍ୱାରା ଲୋକଙ୍କ ମନ ଜିତିଥିବା ରଶ୍ମିକା ମନ୍ଦାନା ଶୁକ୍ରବାର ଦିନ ଅର୍ଥାତ ଏପ୍ରିଲ ୫ରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଏହି ସମୟରେ ରଶ୍ମିକା ଭାରତରେ ନାହାଁନ୍ତି । ତେବେ ସେ ଛୁଟି ପାଇଁ ଦୁବାଇ ଯାଇଛନ୍ତି ।…

ଫିଲ୍ମ ‘ବଡେ ମିୟା ଛୋଟେ ମିୟା’କୁ ନେଇ ନିର୍ଦ୍ଦେଶକ ଦେଲେ ବଡ଼ ସୂଚନା, ପ୍ରତିଦିନ ସୁଟିଂରେ ଖର୍ଚ୍ଚ ହୁଏ ଏତେ…

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍ ଅଭିନୀତ ଫିଲ୍ମ ‘ବଡେ ମିୟା ଛୋଟେ ମିୟା' ଏକ ବଡ ବଜେଟ୍ ସହିତ ୩୫୦ କୋଟି ଟଙ୍କାରେ ନିର୍ମିତ ହେଉଛି । ତେବେ ଏହି ଫିଲ୍ମରେ ଅନେକ ଆକ୍ସନ୍ ଦେଖିବାକୁ ମିଳିବାକୁ ଯାଉଛି । ଟ୍ରେଲରକୁ ଦେଖି ଏହା ଅନୁମାନ କରାଯାଇପାରେ । ବର୍ତ୍ତମାନ ଫିଲ୍ମର ନିର୍ଦ୍ଦେଶକ ଅଲି…

ଦୀପିକା ପାଦୁକୋନଙ୍କ ଏହି ଗୀତ ରଚିଲା ଇତିହାସ, ଏକାଡେମୀ ଆଓ୍ଵାର୍ଡ ସେୟାର କରିଛି ଏହାର ଏକ ସ୍ୱତନ୍ତ୍ର ଭିଡିଓ

ବଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ଦୀପିକା ପାଦୁକୋନ ନିଜର ଦମ୍‌ଦାର ଅଭିନୟ ସହିତ ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ତେବେ ୨୦୦୭ ମସିହାରେ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ସହିତ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ୍ ତାଙ୍କ ପ୍ରେଗନେନ୍ସିକୁ ନେଇ ଆଜିକାଲି…

ଗର୍ଲଫ୍ରେଣ୍ଡ ନୀଲମ ଉପାଧ୍ୟାୟଙ୍କ ସହ ନିର୍ବନ୍ଧ କଲେ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା, ସାମ୍ନାକୁ…

ଚୋପ୍ରା ପରିବାରରେ ପ୍ରିୟଙ୍କା ଚୋପ୍ରା ଏବଂ ପାରିଣୀତି ଚୋପ୍ରାଙ୍କ ପରେ ଏବେ ସିଦ୍ଧାର୍ଥ ଚୋପ୍ରା ମ୍ୟାରଜ୍‌କୁ ନେଇ ଚର୍ଚ୍ଚା ଜୋରସୋର ଚାଲିଛି । ନିକଟରେ ଦେଶୀ ଗର୍ଲଙ୍କ ଭାଇ ତାଙ୍କ ଗର୍ଲଫ୍ରେଣ୍ଡ ନୀଲମ ଉପାଧ୍ୟାୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ସମୟରେ ପୂରା…

କୁଶଲ ଟଣ୍ଡନ ଓ ଶିବାଙ୍ଗୀ ଯୋଶୀ ପରସ୍ପରକୁ ଡେଟ କରୁଛନ୍ତି କି ? ପୋଷ୍ଟକୁ ନେଇ ଚାଲିଛି ଚର୍ଚ୍ଚା

ଏହି କିଛି ଦିନ ପୂର୍ବରୁ ଟିଭି ଅଭିନେତା କୁଶଲ ଟଣ୍ଡନଙ୍କ ନାମ ‘ୟେ ରିସ୍ତା କ୍ୟା କେହଲାତା ହେ’ ଫ୍ରେମ୍‌ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କ ସହ ଜଡିତ ହୋଇଥିଲା । ବାସ୍ତବରେ ଉଭୟଙ୍କ ମଧ୍ୟରେ ଚାଲିଥିବା ରୋମାନ୍ସର ସ୍ପାର୍କ ସେଠାରୁ ଆରମ୍ଭ ହୋଇଥିଲା ଯେତେବେଳେ ଶିବଙ୍ଗୀ ଯୋଶୀ ତାଙ୍କ ଜନ୍ମଦିନରେ…

ପାରିଣୀତି ଚୋପ୍ରାଙ୍କ ପ୍ରେଗନେନ୍ସିକୁ ନେଇ ସୋସିଆଲ ମିଡିଆରେ ଚାଲିଛି ଚର୍ଚ୍ଚା, ଅଭିନେତ୍ରୀ ଭିଡିଓ ସେୟାର କରି…

ବଲିଉଡର ସୁନ୍ଦର ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର କିଛି ମାସ ପୂର୍ବରୁ AAP ସାଂସଦ ରାଘବ ଚଢାଙ୍କ ସହ ବିବାହ ହୋଇଛି । ସେବେଠାରୁ ସେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଉଥିବାର ନଜର ଆସିଥାନ୍ତି । ନିକଟରେ ସେ ତାଙ୍କର ଅପ୍‌କମିଂ ଫିଲ୍ମ ‘ଅମର ସିଂ ଚମକିଲା’ର ପ୍ରମୋସନରେ ଦେଖିବାକୁ…

ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ୍‌’ ରିଲିଜ୍‌ ହେବାକୁ ଯାଉଛି OTTରେ, ଜାଣନ୍ତୁ କେବେ ଏବଂ କେଉଁ ପ୍ଲାଟଫର୍ମରେ ଦେଖିବେ ?

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଆର ମାଧବନଙ୍କ ଅଭିନୀତ ଫିଲ୍ମ ‘ସୈତାନ୍‌’ ଆଜିକାଲି ସିନେମା ହଲ୍‌ରେ ଖୁବ୍‌ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମ ମାର୍ଚ୍ଚ ୮ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା, ଯାହା ଚଳିତ ବର୍ଷର ସବୁଠାରୁ ବଡ ହିଟ୍ ମଧ୍ୟ ରହିଛି । ଦର୍ଶକମାନେ ଏହି ଥ୍ରୀଲର ଫିଲ୍ମକୁ…