ଟିଭି ଆକ୍ଟର ଅର୍ଜୁନ ବିଜଲାନିଙ୍କ ବିଗିଡିଲା ସ୍ୱାସ୍ଥ୍ୟ ଅବସ୍ଥା, ସୁଟିଂ ସେଟ୍ରୁ ହସ୍ପିଟାଲରେ କରାଗଲା ଭର୍ତ୍ତି
ଟିଭିର ଜଣାଶୁଣା ଅଭିନେତାମାନଙ୍କ ମଧ୍ୟରୁ ଅର୍ଜୁନ ବିଜଲାନି ଅନ୍ୟତମ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସିରିଏଲରେ ଅଭିନୟ କରିଛନ୍ତି । ଅଭିନୟ ବ୍ୟତୀତ ଅର୍ଜୁନ ହୋଷ୍ଟିଂ ପାଇଁ ମଧ୍ୟ ଜଣାଶୁଣା । ତେବେ ଅର୍ଜୁନ ତାଙ୍କ ଅଭିନୟ ଜରିଆରେ ସବୁବେଳେ ସମସ୍ତଙ୍କୁ ହସାଇଥାନ୍ତି । ଆଜିକାଲି ଏହି…