ସିଦ୍ଧାର୍ଥଙ୍କ ଜନ୍ମଦିନରେ ରିଲିଜ୍ ହେଲା ‘ଇଣ୍ଡିଆନ୍ 2’ ପୋଷ୍ଟର, ଫିଲ୍ମ ରିଲିଜକୁ ନେଇ ଅପେକ୍ଷାରେ…
ଅନେକ ବଲିଉଡ ଫିଲ୍ମରେ ନିଜର ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିଥିବା ସିଦ୍ଧାର୍ଥ ସୂର୍ଯ୍ୟନାରାୟଣଙ୍କ ଆଜି ହେଉଛି ଜନ୍ମଦିନ । ତେବେ ଆଜି ସେ ୪୫ ତମ ଜନ୍ମଦିନ ପାଳନ କରୁଛନ୍ତି । ଫିଲ୍ମ ମେକର୍ସଙ୍କ ଏହି ଖାସ୍ ପୋଷ୍ଟ ତାଙ୍କ ଜନ୍ମଦିନକୁ ଆହୁରି ଖାସ୍ କରିଛି । ଫିଲ୍ମ 'ଇଣ୍ଡିଆନ୍ 2' ହେଉଛି…