Browsing Tag

EOW

ବେପାର ନାଁରେ ୧୨ କୋଟି ଠକେଇ, ମାଷ୍ଟରମାଇଣ୍ଡକୁ ରିମାଣ୍ଡରେ ଆଣିଲା EOW

ଭୁବନେଶ୍ୱର (କେନ୍ୟୁଜ): ମାର୍ଟ କରିବା ନାଁରେ ବଡ଼ ଠକେଇ । ଗ୍ରୋସରି ମାର୍ଟ ନାଁରେ ଓଡ଼ିଶାରେ ୧୨ କୋଟି ଠକେଇ ଅଭିଯୋଗ । ଏହି ମାମଲାରେ ଗିରଫ ପର୍ଶୁରାମ ପାଲକୁ ଆଗ୍ରା ଜେଲରୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା EOW  । ଏହାପରେ ମାଷ୍ଟରମାଇଣ୍ଡକୁ କଟକ OPID କୋର୍ଟରେ ହାଜର କରାଯାଇଛି  । ଶହେରୁ…

ଆରବିଆଇ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ନୋଟ ବଦଳାଉଥିବା ଲୋକଙ୍କୁ କରାଯାଇଛି ପଚରାଉଚରା

କେନ୍ୟୁଜ୍(ବ୍ୟୁରୋ): EOW ପରେ ଇଡି ଟିମ୍ । ଆରବିଆଇ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୁଇ ହଜାର ଟଙ୍କା ନୋଟ ବଦଳ ପାଇଁ ଲମ୍ବା ଲାଇନ ଲାଗିଥିବା ବେଳେ ଇଡି ଟିମ୍ ପହଞ୍ଚି ଖୋଳତାଡ କରିଛି । ଏହାପୂର୍ବରୁ EOWର ୨ ଜଣିଆ ଟିମ ପହଞ୍ଚି ତନାଘନା ତଦନ୍ତ କରିଛି । ନୋଟ ବଦଳାଉଥିବା…

EOWରେ ବୈଜୟନ୍ତୀ କର, କହିଲେ ଲୋନ୍ ହୋଇଛି ମାତ୍ର ଅଭିଯୋଗ ଭିତ୍ତିହୀନ

ଭୁବନେଶ୍ୱର (କେନ୍ୟୁଜ): EOWରେ ସମ୍ବାଦର HR ମୁଖ୍ୟ  । EOW ଅଫିସରେ ହାଜର ହୋଇଛନ୍ତି ବୈଜୟନ୍ତୀ କର ।  ତେବେ ଲୋନ୍ ହୋଇଛି ମାତ୍ର ଅଭିଯୋଗ  ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି । ଗତକାଲି EOW ପ୍ରେସରିଲିଜ୍ ଦେଇଥିଲା । କର୍ମଚାରୀଙ୍କ ନାଁରେ ଜବରଦସ୍ତ ଲୋନ୍ ନିଆଯାଇଛି  ବୋଲି କହିଛି …

ସମ୍ବାଦ ଅଫିସରେ EOW: ଯାଞ୍ଚ ବେଳେ ଜବତ ହେଲା ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ EOWର ଯାଞ୍ଚ । କର୍ମଚାରୀଙ୍କ ନାଁରେ ଋଣ ମାମଲାରେ ଆଜି ଖବରକାଗଜ ଅଫିସରେ ଯାଞ୍ଚ ହୋଇଛି । ଏସମ୍ପର୍କିତ ପ୍ରେସ ରିଲିଜ ଜାରି କରିଛି EOW । ଯାଞ୍ଚ ବେଳେ ଜବତ ହୋଇଛି କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ । ବର୍ତ୍ତମାନ…

‘ସମ୍ୱାଦ’ ଅଫିସରେ EOWର ଚଢାଉ, ୧୨ ଜଣିଆ ଟିମ୍ କରୁଛନ୍ତି ରେଡ୍

ଭୁବନେଶ୍ବର (କେନ୍ୟୁଜ):  ଭୁବନେଶ୍ବର ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ EOWର ଟିମ୍ । ଖବରକାଗଜ ଅଫିସରେ ୧୨ ଜଣିଆ ଟିମ୍ ପହଞ୍ଚିଛି । କର୍ମଚାରୀଙ୍କୁ ଋଣ ମାମଲାରେ ସମ୍ବାଦ ଖବରକାଗଜ ଅଫିସରେ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ତେବେ ଏନେଇ ସମ୍ବାଦ କର୍ତୃପକ୍ଷ କି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର…

ହଜାରେ କୋଟିରୁ ଅଧିକ ଟଙ୍କାର ଅନ ଲାଇନ୍ ପଞ୍ଜି ସ୍କିମ୍ ମାମଲା, ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ହେବ ଜେରା

ଭୁବନେଶ୍ୱର (କେନ୍ୟୁଜ): ହଜାରେ କୋଟିରୁ ଅଧିକ ଟଙ୍କାର ଅନ ଲାଇନ୍ ପଞ୍ଜି ସ୍କିମ୍ ମାମଲାରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ହେବ ପଚରାଉଚୁରା । ତାଙ୍କୁ କ୍ରାଇମବ୍ରାଞ୍ଚ EOW ପଚରାଉଚରା କରିବ ବୋଲି ସୂଚନା ମଳିଛି । ଗତ ଜୁଲାଇ ରେ ଗୋଆ ଠାରେ STA, ସୋଲାର ଟେକନୋ ଆଲାୟନସର ଗ୍ରାଣ୍ଡ ଲଞ୍ଚରେ…

ଆର୍ଣ୍ଣିଂ ଆପ ସ୍କାମରେ ହଜାର କୋଟିରୁ ଅଧିକ ଟଙ୍କା ଠକେଇ, ସଂସ୍ଥାର ଭାରତ ମୁଖ୍ୟ ଏସ୍. ଚିତ୍ରାଭେଲ ଗିରଫ

ଆର୍ଣ୍ଣିଂ ଆପ ସ୍କାମରେ ହଜାର କୋଟିରୁ ଅଧିକ ଟଙ୍କା ଠକେଇ । ବେଙ୍ଗାଳୁରୁରେ ଥିବା ସଂସ୍ଥାର ଭାରତ ମୁଖ୍ୟ ଏସ୍. ଚିତ୍ରାଭେଲଙ୍କୁ ତାମିଲନାଡୁ ମଦୁରାଇରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଗିରଫ ପରେ ଅଭିଯୁକ୍ତକୁ ୫ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଆଣିବା ପାଇଁ ଅନୁମତି…

୩୭୦୦ ଲୋକଙ୍କୁ ଚୂନ ମାରିଲା ଡିଜିଟାଲ ଠକେଇ ନେଟଓ୍ଵର୍କ, EOW ଜାରି କଲା ଚେତାବନୀ

ଫ୍ରଡ ୱେବସାଇଟ ଜରିଆରେ ଚାଲିଛି ଚିଟଫଣ୍ଡ କାରବାର । ଫ୍ରଡ୍ ୱେବସାଇଟ୍ର ୧୧.୯୧ ଲକ୍ଷ ଟଙ୍କା ଫ୍ରିଜ୍ କଲା EOW । ଆମେରିକାରେ ପ୍ରସ୍ତୁତ ୱେବସାଇଟ୍, ହଂକଂରୁ ହେଉଛି ଅପରେଟ୍ । ୩୭୦୦ ଲୋକଙ୍କୁ ଚୂନ ମାରିଛି ଏହି ଫ୍ରଡ ୱେବସାଇଟ । ବର୍ତ୍ତମାନ EOW ଜାଲରେ ବଡ ଧାରଣର ଡିଜିଟାଲ ଠକେଇ ନେଟୱର୍କ…

ଚାକିରି ଦେବା ନାଁରେ ଏକ କୋଟି ୪୭ ଲକ୍ଷ ଟଙ୍କା ଠକେଇ ଘଟଣା: ଫେରାର ଅଭିଯୁକ୍ତ ଜୟନ୍ତ ମହାନ୍ତି ଗିରଫ

ଭୁବନେଶ୍ୱର(କେନ୍ୟୁଜ୍):ଚାକିରି ଦେବା ନାଁରେ ଏକ କୋଟି ୪୭ ଲକ୍ଷ ଟଙ୍କା ଠକେଇ ଘଟଣାରେ ଗିରଫ ହେଲା ଫେରାର ଅଭିଯୁକ୍ତ । ଅଭିଯୁକ୍ତ ଜୟନ୍ତ ମହାନ୍ତିକୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW । ଗିରଫ ପରେ ଜୟନ୍ତ ମହାନ୍ତିଙ୍କୁ କୋର୍ଟ ଚାଲାଣ କଲା EOW ।ପୂର୍ବରୁ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ…

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ପୁଣି ସମନ ପଠାଇଲା ଦିଲ୍ଲୀ ପୋଲିସ; ଆଜି ହେବେ ହାଜର

ଆଜି EOWରେ ହାଜର ହେବେ ଅଭିନେତ୍ରୀ ଜ୍ୟାକଲିନ୍‌ । ମନି ଲଣ୍ଡରିଂ ମାମଲାରେ ସମନ ଜାରି କରିଛି ଦିଲ୍ଲୀ ପୋଲିସର EOW । ଆଜି EOW ଅଫିସରେ ୧୧ଟା ୩୦ରେ ହାଜର ହେବେ ଜ୍ୟାକଲିନ୍‌ । ପୂର୍ବରୁ ଗତ ୧୪ମଧ୍ୟ EOWରେ ହାଜର ହୋଇଥିଲେ । ପ୍ରାୟ ୮ ଘଣ୍ଟା ଜ୍ୟାକଲିନଙ୍କୁ ପଚରାଉଚରା କରିଥିଲା ପୋଲିସ। ଆଜି…

ସୁକେଶ ଚନ୍ଦ୍ରଶେଖର ମାମଲାରେ ନୋରାଙ୍କୁ ୬ ଘଣ୍ଟା ଜେରା କଲା EOW, ପଚାରିଲା ୫୦ଟି ପ୍ରଶ୍ନ

ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରୁ ପରଦା ଉଠିବା ପରେ ଏବେ ଅଭିନେତ୍ରୀ ନୋରା ଫତେହୀଙ୍କ ଅଡୁଆ ବଢିବାରେ ଲାଗିଛି। EOW ନୋରାଙ୍କୁ ଆଜି ପଚରାଉଚରା ପାଇଁ ୬ ଘଣ୍ଟା ଜେରା କରିଛି। ପୂର୍ବରୁ ଏହି ମାମଲାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢିଥିଲା। ତେବେ ଏଭଳି ପରିସ୍ଥିତିରେ…

ଫ୍ଲାଟ୍‌ ଦେବା ନାଁରେ ୧.୧୬ କୋଟି ଠକେଇ, ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ବର(କେନ୍ୟୁଜ): ଫ୍ଲାଟ୍‌ ଦେବା ନାଁରେ ଠକେଇ। ୧.୧୬ କୋଟି ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କଲା EOW । ବିଲଡର ସଂସ୍ଥାର ନିର୍ଦ୍ଦେଶକ ଅମରେଶ ଷଡ଼ଙ୍ଗୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଅମରେଶ ଷଡଙ୍ଗୀଙ୍କର ଘର ନୟାଗଡ ଜିଲ୍ଲା ନୂଆଗାଁ ବାରବାଟୀ ଗାଁରେ। ଅମରେଶ ଷଡ଼ଙ୍ଗୀଙ୍କ ସମେତ…