ଝଟକା ଦେଲେ ସରକାର; ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ PF ସୁଧ ହାର ହ୍ରାସ କଲା EPFO
କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ସୁଧହାର ଘୋଷଣା କରାଯାଇଛି । ସରକାର ଏଥିପାଇଁ ୮.୧ ପ୍ରତିଶତ ସୁଧ ହାର ଅନୁମୋଦନ କରିଛନ୍ତି। ଏନେଇ ଏପିଏଫଓ ପକ୍ଷରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି । ଗତବର୍ଷ ଏହି ସୁଧହାର ୮.୫ ପ୍ରତିଶତ ରହିଥିବା ବେଳେ ଚଳିତ ଥର…