Browsing Tag

epf

ବାହାଘର ପାଇଁ EPFOରୁ ଉଠାଇପାରିବେ ଟଙ୍କା

ଜଣେ କର୍ମଚାରୀଙ୍କ ଚାକିରି ସମୟର ବଡ଼ ପୁଞ୍ଜି ହେଉଛି EPFO । ପ୍ରାଇଭେଟ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ପେନସନ ପାଇବାର ସବୁଠୁ ଭଲ ମାଧ୍ୟମ ହୋଇଥାଏ ପ୍ରୋଭିଡେଣ୍ଟ ଫଣ୍ଡ। କାହିଁକି ନା ଏହି ଯୋଜନାରେ ଆପଣଙ୍କୁ ପେନସନ ପାଇଁ ଏକ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ଯେଉଁ…

ଇନଷ୍ଟାଗ୍ରାମରେ ମିଳିବ EPFର ସବୁ ଡିଟେଲ୍ସ

ଇପିଏଫ କୁ ନେଇ ଆଜି ଜାଣନ୍ତୁ ଏକ ବଢ଼ିଆ ଖବର। ଯାହା ଦ୍ୱାରା ଆପଣଙ୍କ କାମ ହୋଇଯିବ ଆହୁରି ସହଜ। ଏବେ ଆପଣ ଇନଷ୍ଟାଗ୍ରାମରେ ବି ପାଇପାରିବେ ଇପିଏଫ ସମ୍ବନ୍ଧିତ ସମସ୍ତ ତଥ୍ୟ। ଇପିଏଫ ସମ୍ପର୍କତି ଏହି ଖବର ବିଭାଗ ତରଫରୁ ଟ୍ଵିଟରରେ ମଧ୍ୟ ସେୟାର କରାଯାଇଛି। ଏମିତିରେ ଆପଣ ଇପିଏଫ ପୋର୍ଟାଲ ଓ…

ସରକାର କଲେ ବଡ ଘୋଷଣା ! ଏବେ ଆଉ ଅଟକିବନି ଇପିଏଫ୍‌ ଟଙ୍କା, ଜଲଦି ମିଳିଯିବ କ୍ଲେମ

ବର୍ଷ ୨୦୨୨ ସରିବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ତେବେ ଏହା ପୂର୍ବରୁ କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ଚାକିରି କରିଥିବା ଲୋକଙ୍କୁ ଖୁସିଖବର ଦେଇଛନ୍ତି । କେନ୍ଦ୍ର ଘୋଷଣା କରିଛି ଯେ, ବର୍ତ୍ତମାନ ସମସ୍ତ ଇପିଏଫ ଆକାଉଣ୍ଟଧାରୀଙ୍କ କ୍ଲେମକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ଏବଂ…

EPF ଉପରେ ମିଳୁଥିବା ସୁଧ ନେଇ ବଡ଼ ଘୋଷଣା, ଜାଣନ୍ତୁ ଆପଣଙ୍କ ଖାତାକୁ କେବେ ଆସୁଛି ସୁଧ ଟଙ୍କା

ନୂଆଦିଲ୍ଳୀ : EPFO ଯୋଜନା ଅନ୍ତର୍ଗତ ରେଜିଷ୍ଟର ସବ୍‌ସ୍କ୍ରାଇବରଙ୍କ ପାଇଁ ସୁଧ ରେଟରେ କୌଣସି ହ୍ରାସ କରାଯିବ ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପ୍ରକାଶ କରିଛି । ଗତ ବର୍ଷ ତୁଳନାରେ ସୁଧ ପଇଠ କରିବାରେ ବିଳମ୍ବ ସପ୍ଟେଓ୍ଵୟାର ଅପଗ୍ରେଡ ପାଇଁ ହୋଇଥିବା ମନ୍ତ୍ରାଳୟ ପ୍ରକାଶ କରିଛି ।…

ମାତ୍ର ଏତିକି ବର୍ଷ ଜମା କରନ୍ତୁ PF ରେ ଟଙ୍କା, ପରେ ଜୀବନସାରା ପାଇବେ ମାଗଣା ପେନସନ, ଜାଣନ୍ତୁ ଏହି ଅଫର ସମ୍ପର୍କରେ..

ପ୍ରାଇଭେଟ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ପେନସନ ପାଇବାର ସବୁଠୁ ଭଲ ମାଧ୍ୟମ ହୋଇଥାଏ ପ୍ରୋଭିଡେଣ୍ଟ ଫଣ୍ଡ। କାହିଁକି ନା ଏହି ଯୋଜନାରେ ଆପଣଙ୍କୁ ପେନସନ ପାଇଁ ଏକ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ଯେଉଁ ସଂସ୍ଥାରେ କାମ କରୁଥିବେ ତାଙ୍କ ଦ୍ୱାରା ଆପଣଙ୍କ ପେନସନ ପାଇଁ…

EPF ଓ NPS ମଧ୍ୟରେ ଅବସର ପ୍ଲାନିଂ ପାଇଁ କେଉଁଟା ରହିବ ବେଷ୍ଟ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ..

ସମୟ ସହ ବଦଳୁଛି ଆମ ଜୀବନଶୈଳୀ। ଏଭଳିସ୍ଥିତିରେ ରିଟାୟାରମେଣ୍ଟ ପରେ ମାସିକ ମୋଟା ଅଙ୍କର ଅର୍ଥ ସମସ୍ତଙ୍କୁ ଦରକାର ପଡ଼ିଥାଏ। କିନ୍ତୁ ଅବସର ପରେ ଆମଦାନୀ ଅପେକ୍ଷାକୃତ କମିଯାଏ। ଏଣୁ ଅବସର ପରେ ଚିନ୍ତାମୁକ୍ତ ରହିବା ପାଇଁ ସମସ୍ତେ ରିଟାୟାରମେଣ୍ଟ ଫଣ୍ଡରେ ନିବେଶ କରିଥାନ୍ତି। ବିଶେଷଜ୍ଞଙ୍କ…

ପିଏଫ ଆକାଉଣ୍ଟର ଜରୁରୀ ସୂଚନା ପାଇବା ପାଇଁ ଶୀଘ୍ର କରନ୍ତୁ ନିଜ ଆକାଉଣ୍ଟକୁ ଅପଡେଟ, ଜାଣନ୍ତୁ ସହଜ ପ୍ରୋସେସ

ପ୍ରତ୍ୟେକ ଚାକିରିଆ ଲୋକ ନିଜ ଜୀବନରେ ଅର୍ଜିତ କରିଥିବା ପୁଞ୍ଜିର କିଛି ଅଂଶ ପିଏଫ ଖାତାରେ ଜମା କରିଥାଏ। ଏହି ଟଙ୍କା ତାଙ୍କୁ ଅବସର ସମୟରେ ମିଳିଥାଏ। ଏହାବ୍ୟତିତ ଚାକିରି କରିବା ସମୟରେ ଯଦି କିଛି ଜରୁରୀ ପରିସ୍ଥିତି ପଡେ ତେବେ ସେ ଏହି ସମୟରେ ଟଙ୍କା ଉଠାଇପାରିବେ। ଯେମିତିକି ଦେହ ଖରାପ…

ସଙ୍କଟ ସମୟରେ ସହାୟତା କରିବ PF ଆକାଉଣ୍ଟ ; ଗୋଟିଏ ଦିନରେ ୧ ଲକ୍ଷ ଟଙ୍କା ଉଠାଇ ପାରିବେ ଆକାଉଣ୍ଟଧାରୀ, ଜାଣନ୍ତୁ…

ଆର୍ଥିକ ସଙ୍କଟ ସମୟରେ ପିଏଫ୍ ଆକାଉଣ୍ଟ ଆପଣଙ୍କୁ ତତ୍କାଳ ସାହାଯ୍ୟ ଯୋଗାଇପାରିବ । ସଙ୍କଟ ସମୟରେ ଯଦି ଆପଣଙ୍କୁ ମୋଟା ଅଙ୍କରେ ଟଙ୍କାର ଦରକାର ହୁଏ ତେବେ PF (EPFO) ଆପଣକୁ ସାହାଯ୍ୟ କରିବ। ଏହା ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ PF ରୁ ଟଙ୍କା ଉଠାଇବା ଏକ କଷ୍ଟକର ଏବଂ ଲମ୍ବା ପ୍ରକ୍ରିୟା…

୨ ବର୍ଷ ଯାଏଁ ନୂଆ ଚାକିରିଆଙ୍କ EPF ପୈଠ କରିବେ କେନ୍ଦ୍ର ସରକାର, ଜାଣନ୍ତୁ କେତେ ସଂଖ୍ୟକ କର୍ମଚାରୀ ଥିବା ସଂସ୍ଥା…

କେନ୍ୟୁଜ୍(ବ୍ୟୁରୋ):  କରୋନା ସଙ୍କଟ ସମୟରେ  ଦେଶରେ ରୋଜଗାର ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି କେନ୍ଦ୍ର ସରକାର । ବୁଧବାର ଦିନ ଆତ୍ମନିର୍ଭରଶୀଳ ଭାରତ ନିଯୁକ୍ତି ଯୋଜନାକୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ ସରକାର ଉଭୟ ନୂଆ ଚାକିରି ପାଇଥିବା  ଏବଂ ନୂଆ…

EPF vs PPF vs VPF vs NPS: ରିଟାୟାରମେଣ୍ଟ ପରେ କେଉଁ ଯୋଜନା ସବୁଠୁ ଅଧିକ ଲାଭ ଦେଇଥାଏ, ଜାଣନ୍ତୁ

ସମୟ ସହ ଆମ ଜୀବନଶୈଳୀ ମଧ୍ୟ ବଦଳୁଛି। ଏଭଳିସ୍ଥିତିରେ ରିଟାୟାରମେଣ୍ଟ ପରେ ମାସିକ ମୋଟା ଅଙ୍କର ଅର୍ଥ ସମସ୍ତଙ୍କୁ ଦରକାର ପଡ଼ିଥାଏ। କିନ୍ତୁ ଅବସର ପରେ ଆମଦାନୀ ଅପେକ୍ଷାକୃତ କମିଯାଏ। ଏଣୁ ଅବସର ପରେ ଚିନ୍ତାମୁକ୍ତ ରହିବା ପାଇଁ ସମସ୍ତେ ରିଟାୟାରମେଣ୍ଟ ଫଣ୍ଡରେ ନିବେଶ କରିଥାନ୍ତି।…

ଇପିଏଫ୍‌ ବୋର୍ଡ ବୈଠକରେ ନିଷ୍ପତି : ୨୦୧୯-୨୦ ବର୍ଷ ପାଇଁ ଇପିଏଫ୍‌ ୮.୫ ପ୍ରତିଶତ ବଦଳରେ ୮.୧୫ ପ୍ରତିଶତ ଜମା କରାଯିବ

ନୂଆଦିଲ୍ଲୀ : କରୋନା ଦେଶର ଅର୍ଥ ନୀତି ଉପରେ ବଡ଼ ପ୍ରଭାବ ପକାଇଛି । କେବଳ ବ୍ୟାଙ୍କ୍‌ ସେକ୍ଟର ନୁହେଁ ସବୁ ସେକ୍ଟରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । କର୍ମଚାରୀଙ୍କ ଭବିଷ୍ୟ ନିଧି କୋଷର ପ୍ରବନ୍ଧନ କରୁଥିବା କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ୨୦୧୯-୨୦ ବର୍ଷ ପାଇଁ ୮.୫୦…

ଆପଣଙ୍କ ଦରମାରେ ସାମିଲ ହୋଇ ରହିଛି ଏହି ୧୦ଟି ବିକଳ୍ପ ଯାହା ବଞ୍ଚାଇପାରେ ଆପଣଙ୍କ ଟ୍ୟାକ୍ସ, ଜାଣନ୍ତୁ ଏହି ବିଷୟରେ

ଆପଣ ଅଫିସରୁ ପାଉଥିବା ଦରମାରେ ଅନେକ ବିକଳ୍ପ ବା ଭତ୍ତା ସାମିଲ ହୋଇ ରହିଥାଏ ଯାହା ଟ୍ୟାକ୍ସ ଭାର କମାଇବାରେ ଆପଣଙ୍କୁ ସାହାଯ୍ୟ କରିଥାଏ । ଏତଦବ୍ୟତୀତ କିଛି ଟ୍ୟାକ୍ସ ରହିଛି ଯାହାକୁ ବ୍ୟବହାର କରି ଆପଣ ବାର୍ଷିକ ଟ୍ୟାକ୍ସ ଫାଇଲିଂରୁ ମଧ୍ୟ ଛାଡ଼ ପାଇପାରିବେ । ତାହେଲେ ଆସନ୍ତୁ ଜାଣିବା କଣ…