Browsing Tag

EPFO account

ପିଏଫ୍ ଟଙ୍କା ଉଠାଇବା ହେବ ଆହୁରି ସହଜ, ସରକାରୀ ଅଫିସରେ ଚକ୍କର କାଟିବେନି ସଦସ୍ୟ

ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଆସିଛି ବଡ଼ ଖବର । ଗୋଟିଏ କ୍ଲିକରେ ଉଠାଇବେ ଟଙ୍କା । ଏଟିଏମରୁ ପିଏଫ୍ ଟଙ୍କା ଉଠାଇ ହେବ । ସରକାରୀ ଅଫିସରେ ଚକ୍କର କାଟିବେନି ସଦସ୍ୟ । ଯଦି ଆପଣ ଜଣେ EPFO ସବସ୍କ୍ରାଇବର ତେବେ ଏହି ଖବର ଖାସ୍‌ ଆପଣଙ୍କ ପାଇଁ । EPFO ନିଜ ଗ୍ରାହକମାନଙ୍କ ପାଇଁ ଅନେକ ସୁବିଧା…

ଏବେ EPF ଖାତାରୁ ଉଠାଇପାରିବେ ପୁରା ପଇସା, କିନ୍ତୁ ସର୍ବନିମ୍ନ ବାଲାନ୍ସକୁ ନେଇ ରହିଛି ଏଭଳି ନିୟମ

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ( EPFO) ଖାତାର ‘ଯୋଗ୍ୟ ବାଲାନ୍ସ'କୁ ସଦସ୍ୟମାନେ ସମ୍ପୂର୍ଣ୍ଣ ଉଠାଇପାରିବେ । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଯୁକ୍ତି ଉନ୍ନତୀକରଣ ଠାରୁ ଆରମ୍ଭ କରି ନିବେଶ ଢାଞ୍ଚାକୁ ମଜଭୁତ ଆଦି…

ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆପଣଙ୍କ EPFO ଆକାଉଣ୍ଟରେ ସୁଧ କ୍ରେଡିଟ ହେଲାଣି କି ନାହିଁ ? କେମିତି କରିବେ ଚେକ୍

ଭାରତ ସରକାର କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠି ଅର୍ଥାତ ଇପିଏଫଓ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ସଦସ୍ୟଙ୍କ ଆକାଉଣ୍ଟରେ ୮.୨୫% ସୁଧ କ୍ରେଡିଟ୍ କରିବା ଆରମ୍ଭ କରିଛି । ଯଦି ଆପଣ ଜଣେ ଇପିଏଫ ସଦସ୍ୟ, ତେବେ ଆପଣ ଏବେ ପାସବୁକ୍ ମାଧ୍ୟମରେ ଅନଲାଇନରେ ଆପଣଙ୍କର ଅପଡେଟ୍ ହୋଇଥିବା ବାଲାନ୍ସ ସହଜରେ…

EPFOର ବଡ଼ ଉପହାର, ୭ କୋଟି କର୍ମଚାରୀଙ୍କୁ ମିଳିବ ଲାଭ

ଯଦି ଆପଣ ଚାକିରି କରୁଛନ୍ତି ଏବଂ ପ୍ରତିମାସରେ ଆପଣଙ୍କ ଦରମାରୁ PF କଟୁଛି, ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । କେନ୍ଦ୍ର ସରକାର ପ୍ରାଇଭେଟ୍ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । କେନ୍ଦ୍ର ସରକାର ୨୦୨୫ ଆର୍ଥିକ ବର୍ଷ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍)…

ପେନସନର୍ସଙ୍କ ପାଇଁ ବଡ ଖୁସି ଖବର, ଏବେ ଅଧିକ ପେନସନ ଅପସନ ବାଛିବା ପାଇଁ ବଢ଼ିଲା ସମୟସୀମା, ଜାଣି ନିଅନ୍ତୁ ତାରିଖ

ଇପିଏଫଓ ଖାତାଧାରୀଙ୍କ ପାଇଁ ଆସିଛି ଏକ ବଡ ଖୁସି ଖବର । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ବା EFPO ଏବେ ଅଧିକ ପେନସନ ଅପସନ ଚୟନ କରୁଥିବା କର୍ମଚାରୀଙ୍କ ବେତନ ଏବଂ ଭତ୍ତା ର ସମସ୍ତ ବିବରଣୀ ଦାଖଲ କରିବାର ଶେଷ ତାରିଖ ବୃଦ୍ଧି କରିଛି। ଶେଷ ତାରିଖ ୩ ମାସ ଘୁଞ୍ଚିବା କାରଣରୁ…

ପାସବୁକ୍ ରେ ଚେକ କରନ୍ତୁ PF ସୁଧ ହାର

ଯଦି ଆପଣ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ବା EPFO ର ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ। ଗ୍ରାହକମାନେ ଖୁବଶୀଘ୍ର ସେମାନଙ୍କ ସୁଧ ସେମାନଙ୍କ ଇପିଏଫ୍ ଆକାଉଣ୍ଟରେ ଟ୍ରାନ୍ସଫର ହେବାର ଜାଣିପାରିବେ। ଗ୍ରାହକମାନେ ସେମାନଙ୍କ ସୁଧ PF ଆକାଉଣ୍ଟରେ କ୍ରେଡିଟ୍…

ପ୍ରାଇଭେଟ କର୍ମଚାରୀଙ୍କୁ ଲାଗିବ ଝଟକା, ସରକାର ପୁଣି କମାଇ ପାରନ୍ତି PF ସୁଧହାର

ଗତ କିଛି ବର୍ଷ ଧରି ଖାତାଧାରୀଙ୍କୁ ପିଏଫ ସୁଧ ଠିକ ସମୟରେ ମିଳୁନାହିଁ । ଏବେ ୬.୫ କୋଟି ଖାତାଧାରୀଙ୍କ ଦୀର୍ଘ ପ୍ରତୀକ୍ଷା ସମାପ୍ତ ହେବାକୁ ଯାଉଛି । ଗତ ଫେବୃଆରୀ ମାସ ୧ ତାରିଖରେ ସାଧାରଣ ବଜେଟ ଆଗତ ଅବସରରେ ଇପିଏଫର ଅର୍ଥ ଉଠାଣ ନେଇ ବଡ଼ ଘୋଷଣା କରାଯାଇଥିଲା । ନୂଆ ନିୟମ ଅନୁଯାୟୀ ପିଏଫ ଜମା…

ଇପିଏଫଓ ଖାତାଧାରୀଙ୍କ ପାଇଁ ବଡ ଖବର, ୬.୫ କୋଟି ହୋଲଡର୍ସଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ PF ସୁଧ

ପ୍ରୋଭିଡେଣ୍ଟ ଫଣ୍ଡ୍‌ ଆକାଉଣ୍ଟ ହୋଲଡର ଏଥିରେ ଜମା ରାଶିରେ ମିଳୁଥିବା ସୁଧ ଅପେକ୍ଷାରେ ରହିଛନ୍ତି । ବର୍ତ୍ତମାନର ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଅଳ୍ପ ଦିନ ରହିଛି । କିନ୍ତୁ ପିଏଫର ସୁଧ ଲୋକଙ୍କ ଖାତାରେ ଏବେ ସୁଦ୍ଧା ଟ୍ରାନ୍ସଫର ହୋଇନାହିଁ । ତେବେ ଏହାରି ଭିତରେ କର୍ମଚାରୀ…

ଏଣିକି କର୍ମଚାରୀଙ୍କୁ ମିଳିବ ଅଧିକ ପେନସନ୍‌, EPFO ଜାରି କଲା ନୂଆ ନିୟମ ତୁରନ୍ତ କରନ୍ତୁ ଆପ୍ଲାଏ

ଇପିଏଫଓ ସବସ୍କ୍ରାଇବର୍ସଙ୍କ ପାଇଁ ବଡ଼ ଖୁସି ଖବର । ବର୍ତ୍ତମାନ ଆପଣଙ୍କ ଆକାଉଣ୍ଟକୁ ଆସିବ ଅଧିକ ଟଙ୍କା । କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (EPFO) ଯୋଗ୍ୟ କର୍ମଚାରୀଙ୍କ ପାଇଁ ଅଧିକ ପେନସନ୍ ସମ୍ବନ୍ଧରେ ଏକ ସର୍କୁଲାର ଜାରି କରିଛି ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ଥାନୀୟ…

EPFOର ନୂଆ ସ୍କିମ, ଏବେ ଏହି ଲୋକଙ୍କୁ ମାସକୁ ମିଳିବ ବଢ଼ିଆ ଅଙ୍କର ପେନସନ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଆଣିବାକୁ ଯାଉଛି ନୂଆ ସ୍କିମ। ଏହି ସ୍କିମରେ ଶ୍ରମିକ ଶ୍ରେଣୀ ଲାଭରେ ରହିବେ। ମଜୁରିଆ ଜୀବନ ଅତିବାହିତ କରୁଥିବା ଶ୍ରମିକମାନଙ୍କୁ ମୋଟା ଅଙ୍କର ଫାଇଦା ଦେବାକୁ ଏହି ନୂଆ ସ୍କିମ ଆଣିଛି ଇପିଏଫଓ ବା କର୍ମଚାରୀ ଭବିଷ୍ୟ ନିଧି ସଂଗଠନ । କର୍ମଚାରୀଙ୍କ ଭବିଷ୍ୟ ନିଧି…

ନିଜ ପୁରୁଣା ପିଏଫ ଆକାଉଣ୍ଟ ବାଲାନ୍ସକୁ ମାତ୍ର କେଇ ମିନିଟ୍‌ ରେ କରନ୍ତୁ ଟ୍ରାନ୍ସଫର, ଜାଣନ୍ତୁ ଅନଲାଇନ ପ୍ରୋସେସ

ଇପିଏଫଓକୁ ନେଇ ଆସିଲା ବଡ଼ ସୂଚନା। ଯଦି ଆପଣଙ୍କ ପୁରୁଣା କମ୍ପାନୀରେ ପିଏଫ ଆକାଉଣ୍ଟ ଅଛି ଓ ତାକୁ ନୂଆ ଆକାଉଣ୍ଟରେ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତେବେ ଜାଣନ୍ତୁ କିପରି କରିବେ.. ଯଦି ଆପଣ ଚାକିରି କରିଥିଲେ ଆଉ ନିକଟରେ ଏହି ଚାକିରି ଛାଡ଼ଦେଇଛନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ..…

PPO ନମ୍ବର ହଜିଗଲେ ଅଟକିଯାଇପାରେ ଆପଣଙ୍କ Pension, ଘରେ ବସି ପୁନର୍ବାର ଏପରି କରନ୍ତୁ ହାସଲ

କଣ ଆପଣଙ୍କ PPO ନମ୍ବର ହଜି ଯାଇଛି। ତାହେଲେ ଜାଣିଛନ୍ତି କି ନାହିଁ ଆପଣଙ୍କ ପେନସନ୍‌ ଅଟକି ଯାଇପାରେ। ଆଉ ଆପଣଙ୍କୁ ଅନେକ ସମସ୍ୟାକୁ ସାମ୍ନା ବି କରିବାକୁ ପଡିପାରେ। ଏମ୍ପଲୟୀ ପେନସନ ସ୍କିମରେ ଆସୁଥିବା ପେନସନଧାରକଙ୍କୁ ଏକ ୟୁନିକ ନମ୍ବର ଦିଆଯାଇଥାଏ। ଯାହାକୁ ପେନସନ୍‌ ପେମେଣ୍ଟ ଅର୍ଡର ବା…