Browsing Tag

EPFO account

ଆପଣ ଯଦି ଏହି ଭୁଲ କରନ୍ତି ତେବେ ଆପଣଙ୍କ ପିଏଫ ଆକାଉଣ୍ଟ ହୋଇଯିବ ବନ୍ଦ, ଜାଣନ୍ତୁ ଓ ସାବଧାନ ରୁହନ୍ତୁ

ଚାକିରିଆ ଲୋକଙ୍କ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ସେମାନଙ୍କ ଜୀବନ ପୁଞ୍ଜି ହୋଇଥାଏ । ଯେବେ ପଯ୍ୟର୍ନ୍ତ ଆପଣ ଚାକିରି କରିଛନ୍ତି ସେବେ ପର୍ଯ୍ୟନ୍ତ ଆପଣ EPF ରେ ଯୋଗଦାନ କରିଥାନ୍ତି। ଶେଷରେ ଯେତେବେଳେ ରିଟାୟରମେଣ୍ଟ ସମୟ ଆସେ ସେତେବେଳେ ଏହି ଟଙ୍କା କାମରେ ଆସେ। ବଞ୍ଚିବାର ସାହାରା ଦିଏ। ଏମିତିରେ…

ଲାଇଫ ସାର୍ଟିଫିକେଟ ଜମା କରିବା ପାଇଁ ପେନସନ ଭୋଗୀଙ୍କ ପାଇଁ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଏହାର ପେନସନ ଭୋଗୀମାନଙ୍କ ପାଇଁ ଏକ ବିଶେଷ ସୁବିଧା ଆରମ୍ଭ କରିଛି। ବର୍ତ୍ତମାନ ପେନସନଭୋଗୀମାନଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ଚିନ୍ତା କରିବାକୁ ପଡ଼ିବ ନାହିଁ। ସେ ଯେତେବେଳେ ଚାହିଁବେ ତାଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଇପିଏଫ୍ ଲାଇଫ୍…

ଚଳିତ ବର୍ଷ ଖୁବ ଶୀଘ୍ର ଆପଣଙ୍କ ଇପିଏଫ ଆକାଉଣ୍ଟକୁ ଆସିବ ସୁଧ ଟଙ୍କା, ଆକାଉଣ୍ଟ ଚେକ ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ଚାକିରିଆଙ୍କ ପାଇଁ ବଡ଼ ଖବର । ଯଦି ଆପଣ କେଉଁଠି ଚାକିରି କରିଛନ୍ତି ତେବେ ଆପଣଙ୍କ ପାଇଁ ଏହି ସୂଚନା ନିହାତି ଜରୁରୀ । ଏବେ ଚାକିରିଆଙ୍କ ପିଏଫ ଆକାଉଣ୍ଟକୁ ନେଇ ଆସିଲା ଜରୁରୀ ଖବର । ଖୁବ ଶୀଘ୍ର ଆପଣଙ୍କ ଇପିଏଫ ଆକାଉଣ୍ଟରେ ସୁଧ ଆଡ ହେବାକୁ ଯାଉଛି । ଏହାପୂର୍ବରୁ ଆପଣଙ୍କ ବାଲାନ୍ସ ଚେକ…

ଏବେ PF ଖାତାଧାରକ ଶୀଘ୍ର କରନ୍ତୁ ନିଜର ଇ-ନୋମିନେସନ, ପରିବାରକୁ ମିଳିବ ବଡ଼ ଫାଇଦା

ପେନସନ ଫଣ୍ଡ ମ୍ୟାନେଜମେଣ୍ଟ ଇପିଏଫଓ ଇ-ନୋମିନେସନ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ପିଏଫ ଖାତା ଧାରକଙ୍କ ପରିବାରକୁ ସୋସିଆଲ ସିକ୍ୟୁରିଟି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି। ତେବେ ଏହାରି ମଧ୍ୟରୁ ଅନେକ ଇପିଏଫ ଖାତାଧାରକ ଅଛନ୍ତି ଯେଉଁମାନେ ଏବେ ପର୍ଯ୍ୟନ୍ତ ନୋମିନୀ ଆଡ…

ଇପିଏଫଓ ସୁଧହାର କମାଇଲେ କେନ୍ଦ୍ରସରକାର, ୪୦ ବର୍ଷ ଭିତରେ ସର୍ବନିମ୍ନ

ମହଙ୍ଗା ଯୁଗରେ ଏବେ ଚାକିରିଆଙ୍କ ପାଇଁ ଆସିଛି ଆଉ ଏକ ଖରାପ ଖବର। ଇପିଏଫଓର ସୁଧ ଦରରେ ପରିବର୍ତ୍ତନ କରାଯାଇଛି। ଯାହା ବିଗତ ୪୦ ବର୍ଷ ମଧ୍ୟରେ ହୋଇନଥିଲା। ତାହା ଏବେ ହେବାକୁ ଯାଉଛି। ସବୁ ଜିନିଷର ଦରଦାମ ବଢୁଥିବା ବେଳେ ଚାକିରିଆଙ୍କ ପକେଟ ଉପରେ ଭାରି ପ୍ରଭାବ ପଡ଼ିବ। କାହିଁକି ନା ଇପିଏଫଓରେ…

ଇପିଏଫଓର ନୂଆ ପେନସନ ସ୍କିମରେ ଲାଭ ଉଠାଇବେ ଆହୁରି ୫୦ ଲକ୍ଷ କର୍ମଚାରୀ, କୋହଳ ହେବ ଧାର୍ଯ୍ୟ ସୀମା

ଆସିଲା ନୂଆ ପେନସନ ସ୍କିମ। ଆଉ ଏହି ସ୍କିମ ବାହାର କରିଛି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ମାନେ ଇପିଏଫଓ। ସୂଚନା ଅନୁଯାୟୀ ଏବେ ଇପିଏଫଓ ଏକ ନୂଆ ପେନସନ ସ୍କିମ ଆଣିବା ପାଇଁ ପ୍ଲାନ କରୁଛି। ତେବେ କେଉଁମାନେ ଏହାର ଲାଭ ଉଠାଇବେ ଆଉ କେମିିତି ସେ ସମ୍ପର୍କରେ ଜାଣନ୍ତୁ। ସୂଚନା ଅନୁଯାୟୀ…

EPFO ନୂଆ ରୁଲ, ନୂଆ ବର୍ଷ ପୂର୍ବରୁ ଜଲ୍ଦି ସାରି ଦିଅନ୍ତୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାମ

ବର୍ତ୍ତମାନ ସବୁ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବ୍ୟାଙ୍କ ହେଉ ଅବା ଅଟୋ ମୋବାଇଲ , ସବୁ ଥିରେ ଟେକ୍ନୋଲୋଜିର ପରିବର୍ତ୍ତନ ହେଉଛି । ନୂଆ ରୁଲ ରେଗୁଲେସନ ସବୁ ଆସୁଛି , ଏମିତିକି ନିଜ ପରିଚୟପତ୍ରର ମଧ୍ୟ ଅପଡେଟ ହେଉଛି । ଯଦି ଆପଣ ଚାକିରୀ କରିଛନ୍ତି ଓ ଆପଣଙ୍କ ଖାତା ପିଏଫ…

ନଭେମ୍ବର ୩୦ ତାରିଖ ସୁଦ୍ଧା ଏହି କାମ କରାଇ ନିଅନ୍ତୁ, ନଚେତ ବନ୍ଦ ହୋଇଯାଇପାରେ ଆପଣଙ୍କ ପିଏଫ ଆକାଉଣ୍ଟ

ୟୁଏନ ସହିତ ଆଧାର ନମ୍ବର ମିଶାଇବା ନେଇ ଇପିଏଫଓ ତରଫରୁ ବାଧ୍ୟତାମୂଳକ କରାଯାଇଛି ।  ଏନେଇ ନଭେମ୍ବର ୩୦ ତାରିଖକୁ ଶେଷ ତାରିଖ ରଖାଯାଇଛି ।  ଏହି ଅବଧି ପୂର୍ବରୁ ଯେଉଁମାନେ ୟୁଏନ - ଆଧାର ଲିଙ୍କ କରିନଥିବେ ସେମାନଙ୍କ ପିଏଫ ଆକାଉଣ୍ଟ ସ୍ୱତଃ ବନ୍ଦ ହୋଇଯିବ ।  କହିରଖିବା ହେବକି ପୂର୍ବରୁ…

ସାଢ଼େ ୬ କୋଟି ଲୋକଙ୍କ ଖାତାକୁ ଆସି ଯାଇଛି PF ସୁଧ, ଘରେ ବସି SMS ଜରିଆରେ ଫଟାଫଟ୍‌ କରନ୍ତୁ ଚେକ୍‌

ମୋଦି ସରକାର ଦେଶର ୬.୫ କୋଟି ଲୋକଙ୍କ ଖାତାରେ ବିତ୍ତୀୟ ବର୍ଷ ୨୦୨୦-୨୧ର PF ସୁଧ ଟ୍ରାନ୍ସପର କରି ଦେଇଛନ୍ତି। ଏହା ଆପଣଙ୍କ ପିଏଫ୍‌ ଖାତାକୁ ମଧ୍ୟ ଆସି ସାରିଥିବ। ଯଦି ଏ ପର୍ଯ୍ୟନ୍ତ ଆପଣଙ୍କୁ SMS ଆସିନାହିଁ, ତା’ ହେଲେ ଆପଣ ଘରେ ବସି ସହଜରେ ଚେକ୍‌ କରି ପାରିବେ। ଗତ ଅନେକ ମାସରୁ ଲୋକମାନେ…

ଆଧାର ଅନୁସାରେ ଆପଣଙ୍କ EPFO ଆକାଉଣ୍ଟରେ ଏମିତି ପରିବର୍ତ୍ତନ କରିପାରିବେ ନିଜ ନାମ ଓ ଜନ୍ମ ତାରିଖ, ଜାଣନ୍ତୁ…

ଯଦି ଆଧାର ଅନୁସାରେ ଆପଣଙ୍କ EPFO ଆକାଉଣ୍ଟରେ ନିଜ ନାମ ଓ ଜନ୍ମ ତାରିଖ ନାହିଁ ଅର୍ଥାତ୍‌ ଦୁଇଟି ଯାକରେ ଭିନ୍ନ ଭିନ୍ନ ରହିଛି, ତା’ହେଲେ ପିଏଫ୍‌ ବାହାର କରିବାରେ କିମ୍ବା ଅନ୍ୟ କୌଣସି କାଗଜପତ୍ର କାମରେ ଆପଣଙ୍କୁ ସମସ୍ୟା ହୋଇ ପାରେ। ତେଣୁ ଏହାକୁ ଯେତେ ଜଲ୍‌ଦି ସୁଧାରି ନେବା ଆବଶ୍ୟକ। ଘରେ…

ପିଏଫ ଖାତା ଧାରକଙ୍କୁ ବଜେଟରେ ଲାଗିଲା ବଡ ଝଟକା, ଜାଣନ୍ତୁ କଣ ହେଲା ପରିବର୍ତ୍ତନ

ଯଦି ଆପଣ କର୍ମଜୀବୀ ଏବଂ ଆପଣଙ୍କର ପିଏଫ କଟୁଛି, ତେବେ ହୋଇପାରେ ଏହି ଖବର ଆପଣଙ୍କ ପାଇଁ ଅଶୁଭ ହୋଇପାରେ। କାହିଁକିନା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟରେ ପିଏଫ ଧାରକଙ୍କୁ ମିଳୁଥିବା ସୁଧ ଉପରେ ଟିକସ ଲଗାଇବାକୁ ଘୋଷଣା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଅର୍ଥମନ୍ତ୍ରୀ…

PF ଖାତାଧାରକଙ୍କ ଖାତାକୁ ଖୁବ ଶୀଘ୍ର ଆସିବ ଟଙ୍କା, ଏମିତି ଚେକ୍‌ କରନ୍ତୁ ନିଜ EPFO ବାଲାନ୍ସ

କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍‌ (ଇପିଏଫ)ସୁଧ କାରବାରରେ ଏକ ନୂତନ ନିୟମ ଲାଗୁ କରିଛି। ଏଣିକି ଏହି ଫଣ୍ଡର ଛଅ କୋଟିରୁ ଅଧିକ ସଦସ୍ୟ ଦୁଇଟି କିସ୍ତିରେ FY 2019-2020 ର ସୁଧ ଦେବେ। EPFO କୁ 8.50 ପ୍ରତିଶତ ହାରରେ PF ସୁଧ ଦେବାକୁ ପଡିବ ଏବଂ ଏହା ପ୍ରଥମ କିସ୍ତି ଅନୁଯାୟୀ…