ଇପିଏଫ୍ଓର ବଡ ନିଷ୍ପତ୍ତି : ଅଧିକ ପେନ୍ସନ୍ ପାଇଁ ବଢ଼ିଲା ଡେଡଲାଇନ୍, ଏବେ ଏହି ତାରିଖ ପର୍ଯ୍ୟନ୍ତ କରିପାରିବେ ଆପ୍ଲାଏ
ଆସିଲା ଇପିଏଫଓକୁ ନେଇ ବଡ ଖବର । ହାୟର ପେନସନ୍ ବା ଅଧିକ ପେନସନ୍ ପାଇଁ ଆବେଦନର ବଢ଼ିଲା ସମୟ ସୀମା । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (epfo) ସମ୍ପର୍କିତ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ଇପିଏଫ୍ଓ ସଦସ୍ୟମାନେ ଅଧିକ ପେନ୍ସନ୍ ଚୟନ କରିବା ପାଇଁ ନିଯୁକ୍ତିଦାତାଙ୍କ ୩ ମଇ…