Browsing Tag

esha deol

ଛାଡ଼ପତ୍ର ପରେ ରାଜନୀତିରେ ଯୋଗଦେବେ କି ଈଶା ଦେଓଲ ? ହେମା ମାଲିନୀ କହିଲେ ଏମିତି କଥା

ବଲିଉଡ ଅଭିନେତ୍ରୀ ଈଶା ଦେଓଲ ଗତ କିଛି ଦିନ ହେବ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଓ ହେମା ମାଲିିନୀଙ୍କ ଝିଅ ଈଶା ତାଙ୍କ ସ୍ୱାମୀ ଭରତ ତଖତାନୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତିକୁ ନେଇ ବାପା…

୯ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି ଈଶା ଦେଓଲ, ‘ଏକ୍‌ ଦୁଆ’ରେ ଆସିବେ ନଜର

ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି ଈଶା ଦେଓଲ। ଆରମ୍ଭ କରିବେ ଦ୍ୱିତୀୟ ଇନିଂସ୍‌। ‘ଏକ ଦୁଆ’ ଫିଲ୍ମ ମାଧ୍ୟମରେ ପୁଣିରେ କମ୍‌ ବ୍ୟାକ୍‌ କରୁଛନ୍ତି ହେମାମାଳିନୀ ତନୟା ଈଶା। ପ୍ରାୟ ୯ ବର୍ଷ ପରେ ସେ ବଡ଼ ପରଦାରେ ନଜର ଆସିବେ। ଈଶାଙ୍କ ଫିଲ୍ମ ଏକ ଦୁଆର ଟ୍ରେଲର ନିକଟରେ ରିଲିଜ୍‌ ହୋଇଛି। Our…

ୱେବ ସିରିଜ ରୁଦ୍ରରୁ ଡିଜିଟାଲରେ ଏଣ୍ଟ୍ରି ମାରିବେ ଅଭିନେତ୍ରୀ ଈଶା, ଅଜୟଙ୍କ ସହ କରିବେ ସ୍କ୍ରିନ ସେୟାର

ବଲିଉଡ଼ ଅଭିନ୍ରେତୀ ଈଶା ଦେୱଲ ଖୁବ ଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଖବର ସମ୍ପର୍କରେ ସେ ନିଜ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି । ତେବେ ଏହି ପୋଷ୍ଟରେ ଅଜୟ ଦେବଗନଙ୍କ ଅପକମିଙ୍ଗ ୱେବ ସିରିଜ ବିଷୟରେ କୁହାଯାଇଛି । ଅଜୟ ଦେବଗନ ଅପକମିଙ୍ଗ ୱେବ…

ପୁଣି ଥରେ ଆଈ ହେଲେ ହେମାମାଳିନୀ, ଜାଣନ୍ତୁ ଇଶାଙ୍କର ପୁଅ ହେଲା ନା ଝିଅ ?

ପୁଣି ଥରେ ଅଜା ଆଈ ହୋଇଛନ୍ତି ଧର୍ମେନ୍ଦ୍ର ଏବଂ ହେମାମାଳିନୀ । ମା’ ହୋଇଛନ୍ତି ଇଶା ଦେଓ୍ଵଲ୍‌ । ୧୦ ଜୁନରେ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି ଇଶା । ଏକଥା ନିଜେ ଇଶା ସୋସିଆଲ୍‌ ମିଡିଆରେ ସେୟାର୍‌ କରି ଜଣାଇଛନ୍ତି । ଇନଷ୍ଟାଗ୍ରାମରେ ନିଜ ଝିଅର ନାଁ ମଧ୍ୟ ଖୁଲାସା କରିଛନ୍ତି । ଝିଅର ନାଁ ସେ…