Browsing Tag

europe

ୟୁରୋପରେ ପଶିଲା ଘାତକ ଇବୋଲା, ବର୍ତ୍ତମାନ ସୁଦ୍ଧା ୨୬୦ରୁ ଅଧିକ ଗଲାଣି ଜୀବନ

ନୂଆଦିଲ୍ଲୀ: ୟୁରୋପରେ ପଶିଲା ଘାତକ ଇବୋଲା । ମାନବିକ ସେବା କରିବାକୁ ଯାଇ ଭୂତାଣୁ ନେଇ ଫେରିଲେ ଡାକ୍ତର । କଙ୍ଗୋରେ ତାଣ୍ଡବ ରଚୁଛି ଇବୋଲର ନୂଆ ଷ୍ଟ୍ରେନ୍ । ବର୍ତ୍ତମାନ ସୁଦ୍ଧା ୨୬୦ରୁ ଅଧିକ ଜୀବନ ଗଲାଣି । ବିଶ୍ୱକୁ ପୁଣି ଡରାଇଲାଣି ମାରାତ୍ମକ ‘ଇବୋଲା’ ଭୂତାଣୁ । ଆଫ୍ରିକୀୟ ଦେଶ…

ୟୁରୋପ ଆକ୍ରମଣର ଉଦ୍ଦେଶ୍ୟ ନାହିଁ, ସ୍ପଷ୍ଟୀକରଣ ଦେଲେ ଋଷ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରୁଷର ୟୁରୋପ ଉପରେ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ।  ଆମେ ଏହାକୁ ଲିଖିତ ଭାବେ ଦେବାକୁ ମଧ୍ୟ ପ୍ରସ୍ତୁତ ।  ଏହା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।  ସେ କହିଛନ୍ତି ହୁଏତ ୟୁରୋପୀୟ ନେତାମାନେ କେବଳ ନିଜ ଜନସାଧାରଣଙ୍କ ପାଇଁ ଏକ ଭ୍ରମ ସୃଷ୍ଟି କରିବାକୁ…

ଭାରତ ବିରୋଧରେ ଟ୍ରମ୍ପଙ୍କ ଷଡ଼ଯନ୍ତ୍ର, ଶୁଳ୍କ ଲାଗୁ କରିବାକୁ ୟୁରୋପୀୟ ଦେଶକୁ କଲେ ଅପିଲ୍

ରାଗରେ ଟ୍ରମ୍ପ । ଭାରତ ଉପରେ ପ୍ରତିଶୋଧ ନେବାକୁ ଟ୍ରମ୍ପଙ୍କ ଷଡ଼ଯନ୍ତ୍ର । ରୁଷଠାରୁ ତେଲ କିଣିବା ପାଇଁ ଭାରତ ଉପରେ ଚାପ ବୃଦ୍ଧି କରିଛି । ଏହାରି ମଧ୍ୟରେ ହ୍ବାଇଟ ହାଉସ ୟୁରୋପୀୟ ଦେଶମାନଙ୍କୁ ଭାରତ ଉପରେ ସମାନ କଟକଣା ଲାଗୁ କରିବାକୁ ଅପିଲ୍ କରିଛି । ଏସସିଓ ସମ୍ମିଳନୀରେ ତୈଳ କିଣିବା…

ଲିବିଆଈ ଉପକୂଳ ନିକଟରେ ଅଭାବନୀୟ ଘଟଣା, ୟୁରୋପ ଯାଉଥିବା ଡଙ୍ଗା ବୁଡ଼ି ୧୫ ପ୍ରବାସୀ ମୃତ

ଗତକାଲି ଲିବିଆଈ ଉପକୂଳ ନିକଟରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଡ଼ଙ୍ଗା ବୁଡ଼ି ସେଥିରେ ୧୫ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଛି । ଏହା ସମ୍ପର୍କରେ ଲିବିଆଈର ଜଣେ ଅଧିକାରୀ ସ୍ପଷ୍ଟ କରି କହିଛନ୍ତି । ସମସ୍ତ ମୃତକ ମିଶରର ବାସିନ୍ଦା ବୋଲି ଜଣାପଡିଛି । ଗତକାଲି ବିଳମ୍ବିତ ରାତି ପ୍ରାୟ…

ଇରାନ- ଇସ୍ରାଏଲ ଭିତରେ ଯୁଦ୍ଧ, ଜଣଙ୍କ ପଛରେ ଆମେରିକା-ୟୁରୋପ ତ ଆଉ ଜଣଙ୍କ ପଛରେ ଚିନ୍ ଏବଂ ରୁଷ

ଇସ୍ରାଏଲ ଇରାନ ଉପରେ ଯେତେବେଳେ ଆକ୍ରମଣ କଲା, ଆମେରିକା ଏବଂ ୟୁରୋପ ଭଳି ଦେଶ ତୁରନ୍ତ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସମର୍ଥନରେ ବାହାରି ଆସିଲେ । ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ସମସ୍ତେ ଏକତ୍ରିତ ହେଲେ । ଅନ୍ୟପକ୍ଷରେ, ଇରାନର ସର୍ବୋଚ୍ଚ ନେତା ଖାମେନି ଏହି ଲଢ଼େଇରେ…

ପୋଲାଣ୍ଡ, ରୋମାନିଆ, ଚେକ୍‌ ରିପବ୍ଲିକ…; ୟୁରୋପର ୬ଟି ଦେଶରେ ଭୟଙ୍କର ବନ୍ୟା, ୨୨ରୁ ଅଧିକ ମୃତ

ମଧ୍ୟ ୟୁରୋପରେ ଆସିଛି ଭୟଙ୍କର ବନ୍ୟା । ରୋମାନିଆ, ପୋଲାଣ୍ଡ, ଚେକ୍‌ ରିପବ୍ଲିକ୍‌, ହଙ୍ଗେରୀ, ସ୍ଲୋଭାକିଆ, ଅଷ୍ଟ୍ରିଆ ଆଦି ଦେଶର ଅବସ୍ଥା ବେହାଲ ହୋଇପଡ଼ିଛି । ବନ୍ୟାରେ ଏ ପର୍ଯ୍ୟନ୍ତ ୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି । ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।…

ଖୁବ ଶୀଘ୍ର ଫାଟିବ ଇଟାଲୀର ଭୟଙ୍କର ଜ୍ୱାଳାମୁଖି!

ଫାଟିଯିବ ଜ୍ୱାଳାମୁଖୀ। ହେବ ଭୟାନକ ବିସ୍ପୋରଣ। ଧ୍ୱଂସ ପାଇବ ଇଟାଲୀର ଏହି ପ୍ରମୁଖ ସ୍ଥାନ। ଇଟାଲୀରେ ଥିବା ସୁପରବାଲକୋନୋ କେମ୍ପୀ ଫ୍ଲେଗରେଇ ଜ୍ୱାଳାମୁଖୀ। ବୈଜ୍ଞାନିକଙ୍କ ରିସର୍ଚ୍ଚ ଅନୁସାରେ ଏହା କେଉଁ ସମୟରେ ଫାଟିଯାଇପାରେ। ଯଦି ଏମିତି ହୁଏ ତେବେ ଆଖାପାଖରେ ରହୁଥିବା ପାଖାପାଖି ୧୫ ଲକ୍ଷ…

ଦୁନିଆର ଏପରି ଏକ ଭୟାନକ ସ୍ଥାନ, ଯେଉଁଠି ଯାତ୍ରୀଙ୍କୁ ସିଟ୍ ବେଲ୍ଟ ପିନ୍ଧିବା ମନା

କଡ଼ା ଟ୍ରାଫିକ୍‌ ନିୟମ ଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ଏକା ନୁହେଁ । ଏମିତି ବହୁତ ଦେଶ ଅଛନ୍ତି ଯେଉଁଠାରେ ଟ୍ରାଫିକ୍‌ ଚାଲାଣର ଜରିମନା ଭାରତ ଠାରୁ ବହୁ ଗୁଣରେ ଅଧିକ । ଭାରତ ଠାରୁ ବହୁତ ଛୋଟ ଏବଂ ଆର୍ଥିକ ରୂପରେ ଦୁର୍ବଳ ଥିବା ଦେଶ ମାନଙ୍କରେ ମଧ୍ୟ ଏହି ଟ୍ରାଫିକ୍‌ ଜରିମନା ରାଶି ଆମ ଦେଶ…

ୟୁରୋପରେ ଚଳିତ ବର୍ଷ ଭୀଷଣ ଗରମରେ ମରିଛନ୍ତି ୧୫,୦୦୦ ଲୋକ! WHO ଦେଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ୟୁରୋପର ଦେଶଗୁଡ଼ିକରେ ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରବଳ କ୍ଷତି ହୋଇଛି। କିଛି ଦେଶରେ ଅତିରୁ ଅତି ପ୍ରବଳ ବର୍ଷା, ହିଟ୍‌ େଓ୍ଵଭ୍‌ ଯୋଗୁ ମାଟି ଶୁଖିଲା ପଡ଼ିବା ଏବଂ ଜଙ୍ଗଲରେ ନିଅାଁ ଲାଗିବା ଭଳି ଘଟଣା ପୂରା ଦୁନିଆକୁ ଚିନ୍ତାରେ ପକାଇ ଦେଇଥିଲା। WHOର କ୍ଷେତ୍ରୀୟ ନିର୍ଦ୍ଦେଶକ…

ସମଗ୍ର ୟୁରୋପରେ ଅଗ୍ନି ବର୍ଷା! ଭାଙ୍ଗିଲା ସବୁ ରେକର୍ଡ; ସ୍ପେନ୍‌, ପର୍ତ୍ତୁଗାଲ ଓ ବ୍ରିଟେନରେ ୧୭୦୦ରୁ ଅଧିକ ମୃତ୍ୟୁ

ବିଶ୍ୱର ୭ ଦେଶ ସମେତ ସମଗ୍ର ୟୁରୋପ ବର୍ତ୍ତମାନ ଭୀଷଣ ଗ୍ରୀଷ୍ମ ପ୍ରବାହରେ ଜୁଝି ହେଉଛି। ବ୍ରିଟେନ ଇତିହାସରେ ପ୍ରଥମ ଥର ତାପମାତ୍ରା ୪୦ ଡିଗ୍ରୀ ଉପରେ ପହଞ୍ଚିଛି। ଏହା ପୂର୍ବରୁ ଶେଷ ଥର ସବୁଠାରୁ ଅଧିକ ତାପମାତ୍ରା ୩୯.୧ ଡିଗ୍ରୀ ସେଲ୍‌ସିୟସ ୨୦୧୯ରେ ରେକର୍ଡ କରାଯାଇଥିଲା। ରିପୋର୍ଟ…

ବାଇକ୍‌ରେ ୟୁରୋପ ବୁଲୁଛନ୍ତି ସାଉଥ୍‌ ସୁପରଷ୍ଟାର ଅଜିତ କୁମାର, ଭାଇରାଲ ହେଉଛି ଫଟୋ-ଭିଡିଓ

ସାଉଥ୍‌ ସୁପରଷ୍ଟାର ଅଜିତ କୁମାର କେବଳ ନିଜ ଉଦାରତା ଓ ଫିଲ୍ମ ପାଇଁ ଜଣାଶୁଣା ନୁହେଁ, ବରଂ ସେ ଜଣେ ବାଇକ୍‌ ପ୍ରେମୀ ମଧ୍ୟ। ବଲିଉଡ୍‌ ଫିଲ୍ମ ମାଧ୍ୟମରେ ବକ୍ସ ଅଫିସରେ ଧମାଲ ମଚାଇଥିବା ଅଭିନେତା ଅଜିତ କୁମାର ଏବେ ବାଇକ ନେଇ ୟୁରୋପ ଟୁର୍‌ରେ ବାହାରିଛନ୍ତି। ସେ ୟୁରୋପର ସହରରେ ବାଇକ୍‌…

ନୂଆ ମଡେଲ ଓ ଲାଟେଷ୍ଟ ଫିଚରରେ ବଜାରକୁ ଏଣ୍ଟ୍ରି କରିବ Ambassador ‘Amby’, ଏହିଦିନ ହେବ ଲଞ୍ଚ

ହିନ୍ଦୁସ୍ତାନ ମୋଟର୍ସ Ambassador ୧୯୭୦ ଦଶକରେ ଭାରତୀୟ ସଡ଼କରେ ରାଜ୍‌ କରୁଥିବା କାର। ଯାହାର ଲୁକ୍‌ ସମସ୍ତଙ୍କ ମନରେ ଏବେ ପର୍ଯ୍ୟନ୍ତ ନିଜର ଛାପ ରଖିଛି। ଏବେ ତା'ର ବ୍ୟବହାର ବହୁ ମାତ୍ରାରେ କମିଯାଇଛି । ପୂର୍ବରୁ ଏହି କାରର କ୍ରେଜ ଅଧିକ ଥିଲା। ପରେ ମାରୁତି ସୁଜୁକି ଭଳି କମ୍ପାନୀର ଶସ୍ତା…