Odisha News
.
Browsing Tag

euthanasia

ବାପାଙ୍କୁ କ୍ୟାନ୍ସର, ମା’ ଦେଉଛନ୍ତି ମାନସିକ ନିର୍ଯାତନା . . . ପାରିବାରିକ କଳହରେ ଅତିଷ୍ଠ ହୋଇ ଇଚ୍ଛାମୃତ୍ୟୁ ମାଗିଲେ…

ପାରିବାରିକ କଳହରେ ଅତିଷ୍ଠ ହୋଇ ଇଚ୍ଛା ମୃତ୍ୟୁ ମାଗିଲେ ୯ମ ଶ୍ରେଣୀ ଛାତ୍ର । ଏନେଇ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ଛାତ୍ର ଜଣକ । ଯାହା ପରେ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ । ଘଟଣାଟି ହେଉଛି ବିହାରର ଭାଗଲପୁର ଅଂଚଳର ।…

ଇଛା ମୃତ୍ୟୁ ପାଇଁ ଉପବାସ, ୮୨ ବର୍ଷରେ ଧର୍ମ ପାଳନ କରୁଛନ୍ତି କାଞ୍ଚନ ଦେବୀ

ସୁରଟ୍‌ : ଇଛା ମୃତ୍ୟୁ ପାଇଁ ଉପବାସ । ମେ ୧୧ରୁ ଇଛା ମୃତ୍ୟୁ ପାଇଁ ଆରମ୍ଭ ଉପବାସ କରିଛନ୍ତି ଜୈନ୍ ସମ୍ପ୍ରଦାୟର ୮୨ ବର୍ଷୀୟା କାଞ୍ଚନ ଦେବୀ ବୈଦ । କାଞ୍ଚନ ଦେବୀ ନିଜର ଇଚ୍ଛାରେ ଜୀବନ ହାରିବାକୁ ଚାହିଁଛନ୍ତି । ତେଣୁ ଏହି ଉପବାସ ଆରମ୍ଭ କରିଛନ୍ତି । ଏହାକୁ ଜୈନ ଧର୍ମରେ ସନ୍ଥରା ବୋଲି…