କାହିଁକି ମୃତ୍ୟୁ ମାଗୁଛନ୍ତି ୬୦୦ ମୁସଲମାନ ମତ୍ସ୍ୟଜୀବୀ? ଇଚ୍ଛାମୃତ୍ୟୁ ଦାବି ନେଇ ଏକାଠି ପହଞ୍ଚିଲେ କୋର୍ଟ…
ଇଚ୍ଛାମୃତ୍ୟୁ…ଏମିତି ଏକ ନିବେଦନ, ଯାହା ଦର୍ଶାଇଥାଏ ଯେ ମଣିଷ ନିଜ ଜୀବନରୁ ନିରାଶ ହୋଇ ସାରିଛି। ଜୀବନକୁ ନେଇ ଆଉ କୌଣସି ବି ଆଶା, ଭରସା ତା’ର ନାହିଁ। ଜୀବନ ପ୍ରତି ବିତୃଷ୍ଣା ଭାବ ଆସି ଯାଇଛି। ବଞ୍ଚିବାକୁ ତିଳେ ମାତ୍ର ଇଚ୍ଛା ନାହିଁ। କେବଳ ମୃତ୍ୟୁକୁ ହିଁ ଅପେକ୍ଷା। ହେଲେ ଟିକିଏ ଭାବନ୍ତୁ…