ଇ-ବାଇକ ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଏକାଧିକ ଗାଡ଼ି
ବ୍ରହ୍ମପୁର: ଇ-ବାଇକ ଶୋ’ ରୁମ୍ ରେ ଅଗ୍ନିକାଣ୍ଡ । ବ୍ରହ୍ମପୁରର ଇ-ବାଇକ ଶୋ’ ରୁମ୍ ରେ ଅଗ୍ନିକାଣ୍ଡ। ତୁଳସୀ ନଗର ଛକରେ ଥିବା ଶୋ’ ରୁମ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ପ୍ରାୟ ୧୨୦ଟି ଇ-ବାଇକ ପୋଡି ନଷ୍ଟ ହୋଇଯାଇଛଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପ୍ରାୟ ୧…