Browsing Tag

eviction

ବିଡିଏ ଟାର୍ଗେଟରେ ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳ, ବେଆଇନ୍‌ ଭାବେ ନିର୍ମିତ ୯ଟି ପ୍ଲଟ ହେଉଛି ଉଚ୍ଛେଦ

ଭୁବନେଶ୍ୱର(କେନ୍ୟୁଜ୍): ବିଡିଏ ଟାର୍ଗେଟରେ ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳ । ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳରେ ଥିବା କିଛି ଘର ଭାଙ୍ଗୁଛି ବିଡିଏ। ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ଅଧିନ ତ୍ରାହି ଅଚ୍ୟୁତ ନଗର ମୌଜାରେ ଥିବା ୯ଟି ପ୍ଲଟ ଉଚ୍ଛେଦ ହେଉଛି। ବେଆଇନ୍‌ ଭାବେ ନିର୍ମିତ ଘର ଗୁଡିକ…

ଭଦ୍ରକରେ ଉଚ୍ଛେଦ ବେଳେ ଉତ୍ତେଜନା:ଜବରଦଖଲକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି, ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭଦ୍ରକ(କେନ୍ୟୁଜ୍): ଭଦ୍ରକରେ ଉଚ୍ଛେଦ ବେଳେ ଉତ୍ତେଜନା । ପୋଲିସ-ଜବରଦଖଲକାରୀ ମୁହାଁମୁହିଁ । ବନ୍ତ ଛକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଜବରଦଖଲକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ୫ ପ୍ଲାଟୁନ…

ଯାଜପୁର : ସହର ସୌନ୍ଦର୍ଯ୍ୟକରଣ ପାଇଁ ବିସ୍ଥାପିତ ହେଲେ ସଢ଼େଇ ପୋଖରୀ ବାସିନ୍ଦା

ଯାଜପୁର ଟାଉନ (କେନ୍ୟୁଜ୍‌) : ଯାଜପୁର ସହର ଉପକଣ୍ଠ ସଢେଇ ପୋଖରୀ ଅଞ୍ଚଳରେ ହେବାକୁ ଥିବା ସୌନ୍ଦର୍ଯ୍ଯ କରଣ ପାଇଁ ଆଜି ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ ପକ୍ଷରୁ ଗୋଚର ଜମିରେ ରହିଥିବା ୪୦ରୁ ୫୦ ପରିବାରକୁ ଉଚ୍ଛେଦ କରାଯାଇ ଓସ୍ତପଡିଆ ଠାରେ ସେମାନଙ୍କୁ ଟ୍ରାନଜିଟ କ୍ଯାମ୍ପରେ…

ବ୍ରହ୍ମପୁର ଗୌଡ଼ ବନ୍ଧ ସାହିର ଜବର ଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା, ପ୍ରଶାସନ ଓ ବସ୍ତି ବାସିନ୍ଦା ମୁହାଁମୁହିଁ

ବ୍ରହ୍ମପୁର(କେନ୍ଯୁଜ୍): ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଲାଞ୍ଜିପଲି ଢ଼ିପ ସାହି ନିକଟ ଗୌଡ଼ ବନ୍ଧ ସାହିର ଜବର ଦଖଲ ଉଚ୍ଛେଦ। ପୋଲିସ ପ୍ରଶାସନର ସହଯୋଗରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ଜବର ଦଖଲ ଉଚ୍ଛେଦ କରାଯାଇଥିଲା। ଗତକାଲି ଅପରାହ୍ନରେ ଏହି ପ୍ରକ୍ରିୟା ଚାଲିଥିଲା । ହେଲେ…

ପୁରୀ ସମୁଦ୍ରକୂଳରେ ଉଚ୍ଛେଦ ଆରମ୍ଭ: ଭଙ୍ଗା ଚାଲିଛି ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନ

ପୁରୀ(କେନ୍ଯୁଜ୍): ପୁରୀ ସମୁଦ୍ରକୂଳରେ ଉଚ୍ଛେଦ ଆରମ୍ଭ। ସମୁଦ୍ରକୂଳକୁ ଅବରୋଧମୁକ୍ତ,ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଉଛେଦ ଆରମ୍ଭ ହୋଇଛି। ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନଗୁଡିକୁ ଉଛେଦ କରାଯାଇଛି। ଦିଗବାରିଣୀ ଛକରୁ…

ସ୍ମାର୍ଟ ଜନପଥ ପ୍ରୋଜେକ୍ଟ ପାଇଁ ଉଚ୍ଛେଦ: ଭଙ୍ଗାଗଲା ରାମମନ୍ଦିର ଛକ ପାଖରେ ଥିବା ଭେଣ୍ଡିଂ ଜୋନ୍‌ର ୭୨ଟି ଦୋକାନ

ଭୁବନେଶ୍ବର(କେନ୍ଯୁଜ୍): ସ୍ମାର୍ଟ ଜନପଥ ପ୍ରୋଜେକ୍ଟ ପାଇଁ ଉଚ୍ଛେଦ। ରାମମନ୍ଦିର ଛକ ପାଖରେ ଥିବା ଭେଣ୍ଡିଂ ଜୋନ୍‌ର ୭୨ଟି ଦୋକାନକୁ ଉଛେଦ କରାଯାଇଛି। ବିଡିଏ, ବିଏମ୍‌ସି ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିଲା। ଶିଶୁଭବନ ଠାରୁ ବାଣୀବିହାର…

ଶ୍ରୀମନ୍ଦିର ଚତୁପାର୍ଶ୍ୱ ୭୫ମିଟର ସୁରକ୍ଷା ଜୋନରୁ ପୁଣି ଉଛେଦ କାର୍ଯ୍ୟ ଆରମ୍ଭ

ପୁରୀ: ପୁରୀରେ ପୁଣି ଉଛେଦ ଅଭିଯାନ। ଶ୍ରୀମନ୍ଦିର ଚତୁପାର୍ଶ୍ୱ ୭୫ମିଟର ସୁରକ୍ଷା ଜୋନରୁ ପୁଣି ଆରମ୍ଭ ହୋଇଛି ଉଛେଦ କାର୍ଯ୍ୟ। ଉତ୍ତର ଦ୍ୱାର ନିକଟରେ ଥିବା ଗୋପାଳ ଭବନରୁ ଉଛେଦ କରାଯାଉଛି। ଉପଜିଲ୍ଲାପାଳ ଓ ପୋଲିସ ଉପସ୍ଥିତିରେ ଚାଲିଛି ଉଛେଦ ଅଭିଯାନ। ଶାନ୍ତି ଶୃଙ୍ଖଳା ସ୍ଥିତିକୁ…

ଏସ୍‌ସିବିକୁ ଏମ୍‌ସ ପ୍ଲସ କରାଯିବା ପାଇଁ କଟକ ସହରରେ ପୁଣି ଆରମ୍ଭ ହେଲା ତାଳଦଣ୍ଡା କେନାଲର ରାସ୍ତା ସମ୍ପ୍ରସାରଣ କାମ

କଟକ: ଏସ୍‌ସିବିକୁ ଏମ୍‌ସ ପ୍ଲସ କରାଯିବା ପାଇଁ କଟକ ସହରରେ ପୁଣି ଆରମ୍ଭ ହେଲା ତାଳଦଣ୍ଡା କେନାଲର ରାସ୍ତା ସମ୍ପ୍ରସାରଣ କାମ । ପିଲିଗ୍ରିମ୍‌ ରୋଡ୍‌ରେ ଥିବା ବେଆଇନ୍‌ ଧର୍ମାନୁଷ୍ଠାନ ନିର୍ମାଣକୁ ଆଜି ଭଙ୍ଗାଯାଉଛି । ପ୍ରଥମ ପର୍ଯ୍ୟାୟରେ ସରକାରୀ ଜମିରେ ଥିବା ତିନିଟି ମନ୍ଦିରକୁ ଆଜି…

SCB ସମ୍ପ୍ରସାରଣ ପାଇଁ କଟକରେ ଜାରି ରହିଛି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା

କଟକ: କଟକରେ ଜାରି ରହିଛି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା। SCB ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ ଚାଲିଛି । ଆଜି ଭଙ୍ଗାଯାଉଛି ୬ଟି ଧାର୍ମିକ ଅନୁଷ୍ଠାନ। ହିନ୍ଦ ସିନେମା ଛକରୁ ମାତୃଭବନ କେନାଲ କୂଳ ରାସ୍ତାରେ ଚାଲିଛି ଉଚ୍ଛେଦ କାମ। ପରବର୍ତ୍ତୀ ସମୟରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରି…

ଉଚ୍ଛେଦ ହେଉଛି ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ରାଧାବଲ୍ଲଭ ମଠ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରାଧାବଲ୍ଲଭ ମଠ ଉଚ୍ଛେଦ କରାଯାଉଛି। ୭୫ ମିଟର ଶ୍ରୀ ଜଗନ୍ନାଥ କରିଡର ଭିତରେ ଏହି ରାଧାବଲ୍ଲଭ ମଠର ୯ ମିଟର ଆସୁଛି। ଯାହାକୁ ଉଚ୍ଛେଦ କରାଯାଉଛି। ଏଥିରେ ୧୩ଟି ଦୋକାନ ଗୃହ ରହିଥିଲା । ଉପ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି…

ବଲାଙ୍ଗିରରେ ଜୋରଦାର ଚାଲିଛି ଜବର ଦଖଲ ଉଚ୍ଛେଦ

ବଲାଙ୍ଗିର: ବଲାଙ୍ଗିରରେ ଜବର ଦଖଲ ଉଚ୍ଛେଦ ଅଭିଯାନ। ସୂର୍ଯ୍ୟନଗର ଓ ଆନନ୍ଦ ନଗରରେ ଜବର ଦଖଲ ଉଚ୍ଛେଦ ଜାରି ରହିଛି। ବଲାଙ୍ଗିର ପୌର ପରିଷଦ, ଜିଲ୍ଲା ପ୍ରଶାସନ ଓ ପୋଲିସ୍‌ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଜିଲ୍ଲାର ସାଇନ୍ସ ପାର୍କ ଓ ରିଙ୍ଗ ରୋଡ ପାଇଁ ଚାଲିଛି ଜବର ଦଖଲ…

ମହାକାଳପଡ଼ା: ବନ ବିଭାଗ ପକ୍ଷରୁ ଜଙ୍ଗଲ ଜମିରେ ଚାଲିଥିବା ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ମହାକାଳପଡ଼ା: ଜଙ୍ଗଲ ଜମିରେ ଥିବା ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ବନ ବିଭାଗର ପ୍ରୟାସ। କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବର୍ଷବର୍ଷ ଧରି ଜଙ୍ଗଲ ଜମିରେ ଚିଙ୍ଗୁ଼ଡି ଘେରି କରିଛନ୍ତି ଚିଙ୍ଗୁଡ଼ି ମାଫିଆ। ଏଥିରୁ ମାଫିଆ ମାଲେମାଲ ହେଉଥିବା ବେଳେ…