eviction furor

ଜଗତସିଂହପୁର: ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା, ପୋଲିସ-ଦୋକାନୀ ମୁହାଁମୁହିଁ

ଜଗତସିଂହପୁର(କେନ୍ୟୁଜ୍): ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା । ଜଗତସିଂହପୁର ରଘୁନାଥପୁରଠାରେ ଉତ୍ତେଜନା ହୋଇଛି । ଘଟଣାରେ ପୋଲିସ-ଦୋକାନୀ ମୁହାଁମୁହିଁ ହୋଇ ୨ ଜଣ ଆହତ ହୋଇଛନ୍ତି ।…

5 years ago