Browsing Tag

ex mla

ଯଶିପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ହୃଦଘାତରେ ପରଲୋକ

ଯଶିପୁର(କେ ନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା ଯଶିପୁରର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କର ଆଜି ପରଲୋକ ଘଟିଛି । ସେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଚାକିରୀରୁ ସ୍ଵେଚ୍ଛାକୃତ ଅବସର ନେବା ପରେ ବିଜୁ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ୧୯୯୬ ମସିହାରେ ରାଜନୀତିରେ ଯୋଗଦେଇ…

ନ୍ୟାୟ ଅପେକ୍ଷାରେ ପୂର୍ବତନ ବିଧାୟକ ତ୍ରିନାଥ ସାହୁଙ୍କ ପରିବାର, , ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଠିକାଦାର ମାନୁ ନଥିବା…

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ଯିଏ ଦିନେ ଲୋକଙ୍କ ସେବା କରୁଥିଲେ ଅନ୍ୟମାନଙ୍କୁ ନ୍ୟାୟ ଦେଉଥିଲେ ଆଜି ତାଙ୍କରି ପରିବାର ଲୋକେ ପ୍ରଶାସନ ଠାରୁ ନ୍ୟାୟ ଦାବି କରୁଛନ୍ତି । ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁ । ନିଜ ଗାଁ ଗାରାବନ୍ଧରେ ସରପଂଚରୁ ରାଜନୀତି ଆରମ୍ଭ କରି…

ପୂର୍ବତନ ବିଧାୟକଙ୍କୁ ନୋଟିସ୍, ଜଲଦି କ୍ବାର୍ଟର ଛାଡ ନଚେତ କଟାଯିବ ବିଜୁଳି ଓ ପାଣି : ବାଚସ୍ପତି

ଭୁବନେଶ୍ବର (କେନ୍ୟୁଜ୍) : ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୨୬ ଜଣ ପୂର୍ବତନ ବିଧାୟକଙ୍କୁ ନୋଟିସ୍‌। ତୁରନ୍ତ କ୍ୱାର୍ଟର ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର। କ୍ୱାର୍ଟର ନଛାଡ଼ିଲେ ବିଜୁଳି ଓ ପାଣି କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।…

କଂଗ୍ରେସକୁ ବାଏ ବାଏ କହିବେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରୀୟା ରାଓ, ଯାଇପାରନ୍ତି ବିଜେଡିକୁ

କଂଗ୍ରେସ ଛାଡ଼ିବେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ସୁରୀୟା ରାଓ । ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପରେ ଆୟୋଜିତ ନିର୍ବାଚନ ପରାଜୟ ସମୀକ୍ଷା ବୈଠକରେ ପରେ ସେ ଏହି ଘୋଷଣା କରିଛନ୍ତି । ବିଳମ୍ବରେ ଟିକେଟ ପ୍ରଦାନ ପରାଜୟର ମୁଖ୍ୟ କାରଣ ବୋଲି କହିଛନ୍ତି । ତୃଣମୂଳ ସ୍ତରର ନେତାଙ୍କ…