Browsing Tag

ex mps

ଦିଲ୍ଲୀ: ସରକାରୀ ଘର ଖାଲି କରିବାକୁ ପୂର୍ବତନ ସାଂସଦମାନଙ୍କୁ ନୋଟିସ, ନଚେତ କାର୍ଯ୍ୟାନୁଷ୍ଠାନର ଚୋତବନୀ

କେନ୍ୟୁଜ୍ (ବ୍ୟୁରୋ): ପୂର୍ବତନ ସାଂସଦମାନଙ୍କୁ ଚେତାବନୀ। ଦିଲ୍ଲୀରେ ଥିବା ସରକାରୀ ବାସଭବନ ତୁରନ୍ତ ଖାଲି କରିବାକୁ କଡା ଚୋତବନୀ ଦିଆଯାଇଛି। ସରକାରୀ ବାସଭବନ ଖାଲି ନ କଲେ, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲୋକସଭା ପ୍ୟାନେଲ ପକ୍ଷରୁ ଚେତାବନୀ ଦିଆଯାଇଛି। ଗତ ୧୯ ତାରିଖରେ…