ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଅସୁସ୍ଥ ହେଲେ ପରୀକ୍ଷାର୍ଥୀ, ହସ୍ପିଟାଲରେ ଗଲା ଜୀବନ
କୋରାପୁଟ (କେନ୍ୟୁଜ): ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷାର୍ଥୀ ମୃତ । କୋରାପୁଟ ଜିଲ୍ଲା ଦାମନଯୋଡ଼ିର ନାଲକୋ ଟାଉନସିପ ସ୍ଥିତ SVM ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଏହି ଘଟଣା ଘଟିଛି । ମୃତକ ହେଲେ କୁନା ପୂଜାରୀ । ପରୀକ୍ଷା ଦେବା ବେଳେ ହଠାତ୍ ସେ ଅସୁସ୍ଥ…