Browsing Tag

excess bread

ଅଧିକ ପାଉଁରୁଟି ଖାଉଛନ୍ତି କି ? ଦେଖା ଦେଇପାରେ ଏହିସବୁ ସମସ୍ୟା 

ପାଉଁରୁଟିରେ ଅଧିକ ସୋଡିୟମ ରହିଥାଏ, ଯାହା ରକ୍ତ ଚାପ ଏବଂ ହୃଦୟ ରୋଗ ବଢ଼ାଇଥାଏ। ଅଧିକ ବ୍ରେଡ଼ ଖାଇବା ଦ୍ୱାରା ଶରୀରରେ ଲୁଣ ଏକାଠି ହେବା ସହ ଅନେକ ରୋଗ ହେବାର ଆଶଙ୍କା ବଢ଼ାଇଥାଏ। ମଇଦାରେ ତିଆରି ହୋଇଥିବା କାରଣରୁ ଏହାକୁ ହଜମ କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିରେ ଥିବା…