Browsing Tag

excise raid

ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ, ସାଲିଆ ସାହିରୁ ଜବତ କଲା ୧୦ ହଜାର ଲିଟର ପୋଚ

ଭୁବନେଶ୍ୱର (କେନ୍ୟୁଜ): ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ। ପୂଜା ପାଇଁ ପ୍ରସ୍ତୁତ ହେଉଥିଲା ମଦ ଉପରେ ଛାପା ମାରିଛି ଅବକାରୀ ଥାନା। ସଲିଆ ସାହିରେ ଚାଲିଥିଲା ଦଶହରା ପାଇଁ ସ୍ପେଶାଲ ମଦ ରନ୍ଧା । ଚଢ଼ାଉ କଲା ଅବକାରୀ ବିଭାଗ । ଶହ ଶହ ଲିଟର ମଦ ନଷ୍ଟ କରିବା ସହ ବ୍ୟାପକ ଚଢ଼ାଉ…

ରେଡ୍‌ ବେଳେ ମଦ ମାଫିଆଙ୍କ ଅତର୍କିତ ଆକ୍ରମଣ, ଅବକାରୀ ବିଭାଗର ୪କର୍ମଚାରୀ ଆହତ

ଆଠଗଡ଼(କେନ୍ୟୁଜ୍): ରେଡ୍‌ ବେଳେ ମଦ ମାଫିଆଙ୍କ ଅତର୍କିତ ଆକ୍ରମଣ । ଖଣ୍ଡାରେ ଆକ୍ରମଣ ସହ ଅବକାରୀ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ମରଣାନ୍ତକ ଆକ୍ରମଣରେ ଆଠଗଡ଼ ଅବକାରୀ ବିଭାଗର ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଆଜି ଅବକାରୀ କର୍ମଚାରୀ କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଡାଳୁଆ ଜଙ୍ଗଲରେ ଚଢ଼ାଉ…

କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦଭାଟି ଉପରେ ଚଢାଉ

କେନ୍ଦୁଝର(କେନ୍ୟୁଜ ) :  କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଚୋରା ମଦଭାଟି ଉପରେ ଚଢାଉ । ୧୩୦ ଲିଟର ମଦ ଜବତ ସହ ୩ ହଜାର ୧୬୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ଏହାସହ ମଦ ରନ୍ଧା ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ।

ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ବିଭାଗ ଅଧିକାରୀଙ୍କୁ ଆକ୍ରମଣ, ୫ ଆହତ

ଭୁବନେଶ୍ୱର (କେନ୍ୟୁଜ) : ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ବିଭାଗ ଅଧିକାରୀଙ୍କୁ ଆକ୍ରମଣ। ଗାଡ଼ି ଭଙ୍ଗାରୁଜା । ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ମହିଳା କର୍ମଚାରୀଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି । ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି…

ଢେଙ୍କାନାଳ : ଅବକାରୀ ଫ୍ଲାଇଙ୍ଗ ସ୍କ୍ଵାର୍ଡର ଚଢ଼ାଉ, ୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଢେଙ୍କାନାଳ (କେନ୍ୟୁଜ୍) : ବାଜିଚୌକ ନିକଟରେ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ଵାର୍ଡ ଓ ଢେଙ୍କାନାଳ ଅବକାରୀ ବିଭାଗର ମିଳିତ ଚଢାଉ । ଏଥିରେ ୨୨ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଏହାସହ ସ୍ଥାନୀଅ ଅଞ୍ଚଳର ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟ ଗିରଫ କରାଯାଇଛି । ତେବେ ଜବତ ହୋଇଥିବା ବ୍ରାଉନ ସୁଗାରର…

ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ, ୧୫୦ ଲିଟରରୁ ଅଧିକ ଦେଶୀ ଓ ବିଦେଶୀ ମଦ ଜବତ

ବାଲେଶ୍ୱର(କେନ୍ୟୁଜ୍) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ। ଜଳେଶ୍ୱର ଥାନା ଅନ୍ତର୍ଗତ ଛମୌଜ, ଶାଳିକୋଠା, ଆରୁହା, ସେକବାଡ଼ ଆଦି ବିଭିନ୍ନ ଅଞ୍ଚଳରେ ଅତର୍କିତ ଭାବେ ଛଢାଉ କରାଯାଇ ୧୫୦ ଲିଟରରୁ ଅଧିକ ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି। ମଦ ବେପାର…