Browsing Tag

excise red

ସୋରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣ ମଦ ସହ ଚାରି ଗିରଫ

ସୋର: ଅବକାରୀ ବିଭାଗ ଅଚାନକ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ମଦ ସହ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଲକ୍ଷ୍ମି ସିଂହ,ବିଶ୍ବନାଥ ସିଂହ,ହିରା ମଣ୍ଡଳ,ମନନ ସାହା। ପୋଲିସ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସୋର ଅବକାରୀ ବିଭାଗ ଓଆଇସି…