Browsing Tag

exercise

ଏକ୍ସରସାଇଜ୍‌ କରିବା ରହିଛି ଅନେକ ଫାଇଦା, ମାତ୍ର ଜାଣନ୍ତୁ ବ୍ୟାୟାମ କରିବାର ସଠିକ୍‌ ସମୟ

ଏକ୍ସରସାଇଜ୍‌ ବା ବ୍ୟାୟାମ କରିବା ଶରୀର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଓଜନ କମାଇବା ପାଇଁ କେଉଁ ସମୟ ଠିକ୍‌ ସେ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଥାଏ। ଏଣୁ ସେମାନେ ବ୍ୟାୟାମ କରୁଥିଲେ ମଧ୍ୟ ଠିକ୍‌ ସମୟରେ କରୁ ନଥିବାରୁ ଓଜନ କମିନଥାଏ। ତେବେ ଆଜି ଆସନ୍ତୁ…

ଟ୍ରେନରଙ୍କ ସହ ଫେଭରାଇଟ୍‌ ଏକ୍ସରସାଇଜ୍‌ କରିବାର ନଜର ଆସିଲେ କୃତି, ଭାଇରାଲ ହେଲା ଭିଡିଓ

କୃତି ସେନନ ଭଲ କ୍ୟାରିୟର ପାଇଁ ଚେଷ୍ଟା ଜାରି ରଖିଛନ୍ତି। ତାଙ୍କର ପୂର୍ବ ଫିଲ୍ମ ‘ହାଉସଫୁଲ୍‌ ୪’ ମଧ୍ୟ ବକ୍ସ ଅଫିସରେ ସାନଦାର୍‌ ଆୟ କରିଥିଲା। କୃତି ନିଜର ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ ସହ ଜଡିତ ଥିବା ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏହି କିଛିନିଦ ହେବ କୃତି ସୋସିଆଲ…

ହାଇ ବ୍ଲଡପ୍ରେସର ପାଇଁ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ୫ଟି ଏକ୍ସରସାଇଜ୍‌

ଉଚ୍ଚ ରକ୍ତଚାପ ସମସ୍ୟା ଖୁବ୍ ଗମ୍ଭୀର ହୋଇଥାଏ। ଉଚ୍ଚ ରକ୍ତଚାପ ସହ ହୃଦୟ ସମ୍ବନ୍ଧିତ ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ। ଏହିକାରଣରୁ ହାଇ ବ୍ଲଡ ପ୍ରେସରକୁ ନିୟନ୍ତ୍ରିତ କରିବା ପାଇଁ କେବଳ ଔଷଧ ଉପରେ ନିର୍ଭର କରିବା ଉଚିତ ନୁହେଁ। ଅତ୍ୟଧିକ ଔଷଧ ସେବନ କରିବା ମଧ୍ୟ ଶରୀର ପାଇଁ ହାନିକାରକ…

ନିୟମିତ ରୂପେ କରୁଛନ୍ତି କି ବ୍ୟାୟାମ ତାହେଲେ କରନ୍ତୁ ନାହିଁ ଡାଏଟିଂ, ଶରୀରକୁ ହୋଇପାରେ ଏଭଳି କ୍ଷତି

ସାଧାରଣତଃ ଓଜନ କମ କରିବା ପାଇଁ ନିୟମିତ ରୂପେ ବ୍ୟାୟାମ କରିବା ପାଇଁ କୁହାଯାଇଥାଏ କିନ୍ତୁ ଯଦି ନିୟମିତ ରୂପେ ବ୍ୟାୟାମ କରିବା ସହିତ ଡାଏଟିଂ କରିବା ପାଇଁ ପରାମର୍ଶ ଦିଆଯାଉଛି ତାହେଲେ ହୋଇଯାଆନ୍ତୁ ସାବଧାନ । ଲୋ କ୍ୟାଲେରୀ ଡାଏଟ ସହିତ ଏକ୍ସରସାଇଜ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ…