ଏବେ ଆଉ ଯିବାକୁ ପଡ଼ିବନି ଜିମ୍, ଘରେ ରହି ବି ଏହି ଆପ୍ ସାହାଯ୍ୟରେ କରି ପାରିବେ ଏକ୍ସରସାଇଜ୍
ନିଜକୁ ଫିଟ୍ ରଖିବା ପାଇଁ ଆଜିକାଲି ସମସ୍ତେ ଜିମ୍ ଯାଉଛନ୍ତି। କିନ୍ତୁ କିଛି ଲୋକ ଅଳସୁଆମି ଯୋଗୁ ଠିକ୍ ସମୟରେ ଜିମ୍ ଯାଇପାରନ୍ତି ନାହିଁ। ଫଳରେ ଏକ୍ସରସାଇଜ୍ କରିପାରନ୍ତି ନାହିଁ। ସେଭଳି ଲୋକଙ୍କ ପାଇଁ ଏବେ ନୂଆ ଆପ୍ ଲଞ୍ଚ୍ ହୋଇଛି, ଯାହା ଆପଣଙ୍କୁ ଏକ୍ସରସାଇଜ୍ କରିବାରେ ସାହାଯ୍ୟ…