Browsing Tag

expensive bodyguard

ବଲିଉଡ୍‌ର ସବୁଠାରୁ ମହଙ୍ଗା ବଡିଗାର୍ଡ ରଖିଛନ୍ତି ଏହି ଅଭିନେତା, ଦେଇଥାଆନ୍ତି କୋଟିଏ ଉପରେ ଦରମା !

ବଲିଉଡ୍‌ର ବଡ଼ ବଡ଼ ଷ୍ଟାରମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜ ପାଇଁ ଏବଂ ନିଜ ପରିବାର ପାଇଁ ବଡିଗାର୍ଡ ରଖିଛନ୍ତି। ଅମିତାଭ ବଚ୍ଚନ ହୁଅନ୍ତୁ କି ସଲମାନ ଖାନ, ଶାହରୁଖ ହୁଅନ୍ତୁ କି ଅକ୍ଷୟ କୁମାର, ଏ ସମସ୍ତ ସେଲିବ୍ରିଟି ଘରୁ ବାହାରକୁ ବାହାରିଲେ, ବଡିଗାର୍ଡମାନେ ସେମାନଙ୍କୁ ଘେରି ହୋଇ…