Browsing Tag

expensive vegetable

ଭାଗରେ ହିଁ ଚାଲିଛି ସବୁକିଛି, ଟଙ୍କା ନୁହେଁ ଧାନ ଦେଲେ ମିଳିବ ସବୁକିଛି

ବର୍ତ୍ତମାନ ସମୟରେ ଟଙ୍କା ବିନା ଆପଣ ଘରୁ ବାହାରି ପାରିବେନି । ଟଙ୍କା ନହେଲେ ଗୋଟାଏ ଜିନିଷରେ ବି ହାତ ଦେଇ ପାରିବେନି । କିନ୍ତୁ ଆମ ରାଜ୍ୟରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଆପଣ ଟଙ୍କା ବିନା ବି ଜିନିଷ ପାଇ ପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ଦେବାକୁ ପଡ଼ିବ ଧାନ ଚାଉଳ । ଧାନ ଚାଉଳ…

କୋଲ୍ଡ ରୁମରେ  ଫସଲ ସାଇତି ରଖୁଛନ୍ତି ଚାଷୀ, ସରକାରଙ୍କ ତରଫରୁ ପ୍ରୋତ୍ସାହନ

ବଜାରରେ ବିଭିନ୍ନ ପନିପରିବା ଉଚ୍ଚ ଦରରେ ବିକ୍ରି ହେଉଥିବା ବେଳେ ଅନେକ ସମୟରେ ଅଭାବୀ ଚାଷୀ ପରିବା ବିକ୍ରିକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏକା ସାଙ୍ଗରେ  ସମସ୍ତ  ଚାଷୀ ସମାନ ଫସଲ ଅମଳ କରୁଥିବାରୁ ତାର ଚାହିଦା ହ୍ରାସ ପାଇ ସ୍ବଳ୍ପ ମୂଲ୍ୟରେ ବିକ୍ରି ହୋଇଥାଏ । ଯାହାର ସିଧା ସଳଖ…

ଏ ହେଉଛି ଦୁନିଆର ସବୁଠୁ ମହଙ୍ଗା ପରିବା, ଆଚାର ଠୁ ତରକାରି ସବୁଥିରେ ଲାଗେ

ନୂଆଦିଲ୍ଲୀ : ବିଶ୍ୱରେ ବିଭିନ୍ନ ପ୍ରକାର ପରିବା ଦେଖିବାକୁ ମିଲେ । ଲୋକେ ସେମାନଙ୍କର ପସନ୍ଦ ଅନୁଯାୟୀ ଏହାକୁ କିଣିଥାନ୍ତି । ବେଳେ ବେଳେ ପରିବାର ବର୍ଦ୍ଧିତ ମୂଲ୍ୟକୁ ନେଇ ଲୋକେ ଅସୁବିଧାରେ ପଡ଼ିଥାନ୍ତି । ହେଲେ ଏପରି ପରିବା ଅଛି ଯାହାର ମୂଲ୍ୟ ଜାଣିଲେ ଆପଣଙ୍କ ଆଖି ଖୋସି ହୋଇଯିବ । ଏହି…

ଭାରତର ସବୁଠୁ ମହଙ୍ଗା ପରିବା, କିଲୋପ୍ରତି ୩୦ ହଜାରରୁ ଅଧିକ ଟଙ୍କାରେ ହୁଏ ବିକ୍ରି

ଭାରତୀୟ ବଜାରରେ କିଲୋ ପ୍ରତି ୧୦୦ ରୁ ୨୦୦ ଟଙ୍କାରେ ମିଳୁଥିବା ପରିବାକୁ ସବୁଠୁ ମହଙ୍ଗା ପରିବା ଭାବେ ଧରାଯାଏ । ତେବେ ଥରେ ଭାବନ୍ତୁ ତ ଯଦି କୌଣସି ପରିବା କିଲୋ ପ୍ରତି ହଜାର ହଜାର ଟଙ୍କାରେ ବିକ୍ରି ହୁଏ ତେବେ ତାକୁ କେଉଁ ବିଭାଗରେ ଧରାଯିବ । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି ନା । ଭାବୁଛନ୍ତି…

ସବୁଠୁ ମହଙ୍ଗା ପରିବା ‘ହପ୍‌ ଶୁଟ୍ସ’, ଦର ଜାଣିଲେ ଉଡିଯିବ ଆପଣଙ୍କ ହୋସ୍‌

ସାଧାରଣତଃ ପନିପରିବାର କିଲୋ ପ୍ରତି ଦର ଶହେ ଟଙ୍କା ତଳକୁ ରହିଥାଏ। ସାଧାରଣତଃ କୌଣସି ପନିପରିବାର ଦର ବଢିଗଲେ ସାଧାରଣ ଖାଉଟି ଚିନ୍ତାରେ ପଡିଯାଏ। ଦୁନିଆରେ ଏଭଳି ଏକ ପରିବା ରହିଛି, ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ଏହାକୁ ଖାଇବା ତ ଦୂରର କଥା, ଏହା ବିଷୟରେ ଚିନ୍ତା କଲେ ମଧ୍ୟ…