ଏକ୍ସପାରୀ ମେଡିସିନ୍ ଖାଇ ୩ ଶିଶୁ ଗୁରୁତର
ମହାକାଳପଡ଼ା(କେନ୍ୟୁଜ୍) : ଏକ୍ସପାରୀ ମେଡିସିନ୍ ଖାଇ ୩ ଶିଶୁ ଗୁରୁତର। ଅସୁସ୍ଥଙ୍କ ମଧ୍ୟରେ ଦୁଇ ଜଣ ବାଳିକା ଓ ଜଣେ ବାଳକ ଅଛନ୍ତି। ସମସ୍ତଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟରେ ହେବ। କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଖରିନାସି ଗାଁରେ ଘଟିଛି ଏହି ଅଘଟଣ। ଗତକାଲି ୩ଜଣ ଶିଶୁ ଖେଳୁଥିବାବେଳେ ଘର ପାକରେ…