Browsing Tag

explosion blast

ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟରେ ଦୁଇଟି ବିସ୍ଫୋରଣ, ଘଟଣାସ୍ଥଳରୁ ମିଳିଲା ସନ୍ଦିଗ୍ଧ ଜିନିଷ

ପଞ୍ଜାବ ଅମୃତସରର ସ୍ବର୍ଣ୍ଣମନ୍ଦିର ନିକଟ ହେରିଟେଜ୍ ଷ୍ଟ୍ରିଟରେ ସୋମବାର ସକାଳେ ପୁଣି ବିସ୍ଫୋରଣ ହୋଇଛି । ୩୬ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ବିସ୍ଫୋରଣ ବୋଲି ଖବର ମିଳିଛି । ଶନିବାର ରାତି ୧୨ଟାରେ ସାରାଗଢି ପାର୍କିଂ ନିକଟରେ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଜଣେ ଆହତ ମଧ୍ୟ ହୋଇଥିଲେ ।…

ଢାକାରେ ବିସ୍ଫୋରଣ: ୧୭ ମୃତ୍ୟୁ, ୧୪୦ରୁ ଅଧିକ ଲୋକ ଗୁରୁତର

ବାଂଲାଦେଶ ରାଜଧାନୀ ଢାକାର ଗୁଲିସ୍ତାନ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଏଠାରେ ଥିବା ଏକ ବହୁତଳ କୋଠାରେ ବିସ୍ଫୋରଣରେ ଘଟିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଥିବା ବେଳେ ୧୪୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଖବର ମୁତାବକ, ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୪ଟା ୪୬ରେ ଏହି…

ଅକ୍ସିଜେନ ପ୍ଲାଣ୍ଟରେ ବିସ୍ଫୋରଣ, ୬ ମୃତ, ୩୦ରୁ ଅଧିକ ଗୁରୁତର

ବାଂଲାଦେଶର ଚଟଗାଁଓର ସୀତାକୁଣ୍ଡ ଉପଜିଲ୍ଲାର କଦମ ରସୁଲ (କେଶବପୁର) ଅଞ୍ଚଳରେ ଏକ ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣ । ବିସ୍ଫୋରଣରେ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ…

ବାଲିଗୁଡା: ପକେଟରେ ରଖିଥିବା ବିସ୍ପୋରକ ଫୁଟି ଦୁଇ ଛାତ୍ର ଗୁରୁତର

ବାଲୁଗୁଡା(କେନ୍ୟୁଜ୍): ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଂଚାୟତର କରୁମୁଣ୍ଡା ଗାଁରେ ଥିବା ସେଣ୍ଟ ଜାଭିଆର ହାଇସ୍କୁଲରେ ଅଘଟଣ। ପକେଟରେ ଧରିଥିବା ବିସ୍ପୋରକ ଫୁଟି ଦୁଇ ଜଣ ଛାତ୍ର ଗୁରୁତର ଓ ଜଣେ ଆହତ ହୋଇଛନ୍ତି ।  ତିନି ଛାତ୍ରଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ପ୍ରଥମେ…