Browsing Tag

Express train fire

ପୁଷ୍ପକ ଏକ୍ସପ୍ରେସରେ ନିଆଁ ଗୁଜବ ଶୁଣି ଡେଇଁଲେ ଯାତ୍ରୀ, ଧକ୍କା ଦେଲା କର୍ଣ୍ଣାଟକ ଏକ୍ସପ୍ରେସ, ୧୧ ମୃତ

ଟ୍ରେନରେ ନିଆଁ ଗୁଜବ ଶୁଣି ଡେଇଁଲେ ଯାତ୍ରୀ । ମହାରାଷ୍ଟ୍ର ଜଲଗାଓଁ ପରାଣ୍ଡା ରେଳଷ୍ଟେସନରେ ଅଘଟଣ । ପୁଷ୍ପକ ଏକ୍ସପ୍ରେସରେ ନିଆଁ ଗୁଜବ । ଗୁଜବ ପରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ । ଅନ୍ୟ ଟ୍ରାକରେ ଆସୁଥିବା ଟ୍ରେନ ସହ ଧକ୍କା ହେବାରୁ ଅନେକ ମୃତାହତ ସୂଚନା । ଘଟଣାସ୍ଥଳରେ ରେଲୱେର…

କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ, ବ୍ରେକ ବାଇଣ୍ଡିଂରୁ ନିଆଁ ଲାଗିଥିବା ସୂଚନା

ଭଦ୍ରକ: ଭଦ୍ରକର ରମ୍ଭିଳା ନିକଟରେ ଡିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ।  ବ୍ରେକ୍ ବାଇଣ୍ଡିଂ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି ।  ଟ୍ରେନଟି ଯାଉଥିବାବେଳେ ସେଥିରେ ନିଆଁ ଲାଗି ଯାଇଥିଲା ।  ରମ୍ଭିଳା ନିକଟରେ ଫାଟକ ଜଗୁଆଳି ଏହା ଦେଖିବା ପରେ ଟ୍ରେନକୁ…