ବାସୁଦେବପୁର(କେନ୍ୟୁଜ୍): ପରକୀୟା ପ୍ରୀତିରୁ ମହିଳାଙ୍କ ଆତ୍ମହତ୍ୟା। ପ୍ରେମିକକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ମହିଳାଙ୍କ ପରିବାର। ଭଦ୍ରକ ଜିଲ୍ଲା ବାସୁଦେବପୁରର ଆର୍ତୁଂ ଗାଁରେ ଏଭଳି ଘଟଣା…