Browsing Tag

extinguishing candles

ଜନ୍ମଦିନରେ ମହମବତି ଫୁଙ୍କି ଲିଭାଉଛନ୍ତି କି? ତା’ହେଲେ ଏବେଠୁ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଘାତକ ରୋଗ!

ଯେତେବେଳେ ଘରେ ଲାଇନ୍‌ ଚାଲିଯାଏ, ସେହି ସମୟରେ ସମସ୍ତେ ମହମବତି ଜଳାଇବା ପାଇଁ ଖୋଜିଥାଆନ୍ତି। ସେପଟେ ଜନ୍ମଦିନରେ ବି ମହମବତି ଜଳାଇବାର ଏକ ପ୍ରଥା ରହିଆସିଛି। ଯଦିଓ ଏହା ହିନ୍ଦୁ ଧର୍ମର ନୁହେଁ, କିନ୍ତୁ ଅନେକ ହିନ୍ଦୁ ଏହାକୁ ନିଜ ପରମ୍ପରା ଭାବେ ଆପଣାଇ ନେଉଛନ୍ତି। ତେବେ ଜନ୍ମଦିନରେ ମହମବତି…