ହଟିଲେ କ୍ୟାଣ୍ଟେନମେଣ୍ଟ ଥାନା ଆଇଆଇସି ଦିନକୃଷ୍ଣ ମିଶ୍ର, ବଟି ମାଗିବାର ଭିଡିଓ ହୋଇଥିଲା ଭାଇରାଲ
କଟକ(କେନ୍ୟୁଜ୍):କ୍ୟାଣ୍ଟନମେଣ୍ଟ ଥାନାରୁ ହଟିଲେ IIC ଦୀନକୃଷ୍ଣ ମିଶ୍ର । ତାଙ୍କୁ ପୋଲିସ କମିଶନର ହଟାଇ ଦେଇଛନ୍ତି । ଦରଘାବଜାର ଥାନା IIC ପ୍ରଦୀପ ଜେନାଙ୍କୁ କ୍ୟାଣ୍ଟନମେଣ୍ଟ ଥାନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । କଟକ ବାଲିଯାତ୍ରାରେ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଚାନ୍ଦା ଆଦାୟ…