ପରକୀୟା ପ୍ରୀତି ଅଭିଯୋଗରେ ମହିଳାଙ୍କୁ ନିର୍ଧୁମ ମାଡ଼ ମାରିଲେ ଏକାଧିକ ପୁରୁଷ, ଭାଇରାଲ୍ ହେଉଛି ଭିଡିଓ
ମେଘାଳୟ: ଆଜିକାଲି ଦୁନିଆରେ ଆଇନ୍ ଯେତେ କଠୋର ହେବାରେ ଲାଗିଛି ଲୋକେ ସେତେ ନିୟମ ଭାଙ୍ଗିବାରେ ଲାଗିଛନ୍ତି । ଯେମିତି କି ସେମାନଙ୍କୁ କାହାର ଡର ଭୟ ହିଁ ନାହିଁ । ସମାଜରେ ସବୁବେଳେ ନଜିର ରହିଛି ଦୁର୍ବଳ ଉପରେ ସବଳର ଅତ୍ୟାଚାର । ଖାସ୍ କରି ନାରୀ ମାନଙ୍କ ଉପରେ । ତେବେ ଆଇନ୍ ବ୍ୟବସ୍ଥାକୁ…