ଆପଣଙ୍କ ପିଲାର ଆଖି ସମ୍ପର୍କିତ ରୋଗ ହେବା ପୂର୍ବରୁ ଏହି ଆପ୍ ଦେବ ସୂଚନା
ଗବେଷକମାନେ ଏକ ସ୍ମାର୍ଟଫୋନ୍ ଆପ୍ ପ୍ରସ୍ତୁତ କରିଛନ୍ତି, ଯାହା ମାଧ୍ୟମରେ ଅଭିଭାବକ ସେମାନଙ୍କ ପିଲାମାନଙ୍କ ପାଖରେ ବିଭିନ୍ନ ପ୍ରକାର ଆଖି ସମ୍ପର୍କିତ ରୋଗ ବିଷୟରେ ଆଗୁଆ ସଙ୍କେତ ପାଇପାରିବେ । ଆପ୍ର ନାଁ ‘କ୍ରାଡେଲ’(କମ୍ପ୍ୟୁଟର-ଆସିଷ୍ଟେଡ୍ ଡିଟେକ୍ଟର ଲିଉକୋକୋରିଆ) । ଲ୍ୟୁକୋକୋରିଆ ବା…