ଟିଭି ଅଭିନେତ୍ରୀ ଜସ୍ମିନ୍ ଭାସିନ୍ ଆଖି ଇନଫେକ୍ସ ଯୋଗୁ ପାଉଛନ୍ତି କଷ୍ଟ, ସେୟାର କଲେ ଫଟୋ
ଆଜିକାଲି ଜସ୍ମିନ୍ ଭାସିନ୍ ବହୁତ କଷ୍ଟରେ ଅଛନ୍ତି । ନିକଟରେ ଅଭିନେତ୍ରୀ ସେୟାର କରିଥିଲେ ଯେ ଏକ ଇଭେଣ୍ଟରେ ଲେନ୍ସ ପିନ୍ଧିବା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା । ଆଖିରେ ଲେନ୍ସ ପିନ୍ଧିବା ହେତୁ ତାଙ୍କ କର୍ଣ୍ଣିଆ ନଷ୍ଟ ହୋଇଯାଇଛି । ଏହା ପରେ ଅଭିନେତ୍ରୀଙ୍କୁ ହଠାତ୍ ସଠିକ୍ ଭାବେ…