ମାତ୍ର ଅଳ୍ପ ଦିନ ପର୍ଯ୍ୟନ୍ତ ଏହି ଜିନିଷ ଲଗାଇ ଆପଣଙ୍କ ଆଇବ୍ରୋକୁ କରନ୍ତୁ ମୋଟା ଓ ଘନ, ଫଲୋ କରନ୍ତୁ ଟିପ୍ସ
ସୁନ୍ଦର ଦେଖାଯିବା ପାଇଁ ଆପଣଙ୍କ ନାକ, ଆଖି ଓ ଓଠ ମଧ୍ୟ ସୁନ୍ଦର ଦେଖାଯିବା ଉଚିତ। ଅନେକ ମହିଳାଙ୍କର ଆଇବ୍ରୋ ପତଳା ହୋଇଥିବାରୁ ତାହା ତାଙ୍କ ଚେହେରାକୁ ଖରାପ କରି ଦେଇଥାଏ। ଯଦି ଆପଣଙ୍କ ଆଇବ୍ରୋ ବହୁତ ଅଧିକ ପତଳା ଅଛି କିମ୍ବା ଆଇବ୍ରୋରେ କମ୍ କେଶ ଅଛି, ତା’ହେଲେ ଏହାକୁ ମୋଟା ତଥା ଘନ…